ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା…

ହାଇଦ୍ରାବାଦ-: ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା ମିଳିଛି । ଟେଲିକମ୍ ବିଭାଗ ପକ୍ଷରୁ ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହୋଇଛି । ସୂଚନା ଅନୁଯାୟୀ, ଭାରତରେ ଏହି ସେବା ପ୍ରଦାନ କରିବା…
Read More...

ବୋମାମାଡ଼ କରିଥିବା ଯୁବକ ଜଣେ ମହିଳାଙ୍କୁ କରିଥିଲା ଦୁର୍ବ୍ୟବହାର…

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ଦୁର୍ଗାବଜାର ନିକଟରେ ବୋମାମାଡ଼। ବୋମାମାଡ଼ କରିଥିବା ଯୁବକ ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିଲା। ଏହାକୁ ବିରୋଧ କରିଥିଲେ ଲୋକେ। ବିରୋଧ କରିବା ପରେ ସମ୍ପୃକ୍ତ ଯୁବକ ବୋମାମାଡ଼ କରି ସେଠାରୁ ଫେରାର ହୋଇଯାଇଥିବା ଖବର ମିଳିଥିବା ବେଳେ।ଖବର ପାଇ ଦଶପଲ୍ଲା…
Read More...

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ଆଜି ପୀୟୂଷ ଚାୱଲା ସୋସିଆଲ ମିଡିଆ ଜରିଆରେ ତାଙ୍କର ଅବସର ଘୋଷଣା କରିଥିଲେ ।  ୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ କୃତଜ୍ଞତାର ସହିତ ଏହି ଅଧ୍ୟାୟର ଶେଷ…
Read More...

ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା। ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା ଘଟିଛି। ୩ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ କାର ଓ ଡିଭାଇଡର୍ । ବ୍ୟାରିକେଡ଼ ଭାଙ୍ଗି ରାସ୍ତା ତଳକୁ ଖସିଲା ବୋଲେରୋ। ବୋଲେରୋ ଧକ୍କାରେ ଆଇଚର୍, ସ୍କୁଟର ଚୁରମାର୍। କାର୍ ଧକ୍କାରେ ଜଣେ ଯୁବକଙ୍କର…
Read More...

ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ-: ବେଙ୍ଗାଲୁରୁରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ) ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।…
Read More...

ସିନ୍ଧୁ ଚୁକ୍ତିନାମା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବାକୁ ପାକିସ୍ତାନର ଭାରତକୁ ୪ ଟି ଚିଠି…

ପାକିସ୍ତାନକୁ କଲବଲ କରୁଛି ଭାରତର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା । ଯାହା ପାକିସ୍ତାନରେ ଖରାପ ପ୍ରଭାବ ପକାଉଛି । କାରଣ ଭାରତର ଏହି ପଦକ୍ଷେପ ପରେ ସେଠାରେ ଏବେ ଘୋର ଜଳ ସଙ୍କଟ ଦେଖାଦେଇଛି । ପୂର୍ବରୁ ରୁଣରେ ବୁଡି ରହି ଚିନ୍ତାରେ ଥିବା ପାକିସ୍ତାନର ସମସ୍ୟାକୁ ଆହୁରୀ ଦ୍ୱିଗୁଣିତ…
Read More...

ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ୱର-: ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଚି । ଏଭଳି କି ରାତିରେ ବି ନିସ୍ତାର ନାହିଁ ଗୁଳୁଗୁଳିରୁ । ଆସନ୍ତା ୨୪ ଘଣ୍ଟା  ରହିବ କାଳବୈଶାଖୀର ପ୍ରଭାବ। ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କତା…
Read More...

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାର ରିମାଣ୍ଡ ଅବଧି ବୃଦ୍ଧି…

ନୂଆଦିଲ୍ଲୀ-: ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାର ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି ଏବଂ ରାଣାର ପରବର୍ତ୍ତୀ କୋର୍ଟ ହାଜର ୯ ଜୁଲାଇରେ ହେବ ବୋଲି ଆଦେଶ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଶୁକ୍ରବାର ରାଣାକୁ  ଭର୍ଚୁଆଲ ମୋଡ…
Read More...

ରାଜ୍ୟରେ ଯଦି କରୋନା ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି । ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯ ଏବଂ ପୁରୀ,…
Read More...

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ

ଭୁବନେଶ୍ୱର-: ରାଜ୍ୟକୁ ଘାରିଲାଣି କରୋନା ଭୟ । ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ । ଏଥି ସହିତ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ…
Read More...