ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ

ନୂଆଦିଲ୍ଲୀ-: ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାର୍ଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି । ଏଥି ସହିତ ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି । ୨୦୨୩ରେ ଟାଇଟଲ୍…
Read More...

ନୂଆ ରାଜନୈତିକ ଦଳ ଗଢିବାକୁ ଯାଉଛନ୍ତି ମସ୍କ…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲମ ମସ୍କଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଛି । କାରଣ ଦୁହେଁ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ମସ୍କ ଏପରି ମଧ୍ୟ ଇସାରା ଦେଇଛନ୍ତି ଯେ ଟ୍ରମ୍ପ କାଲେ ତାଙ୍କ ପାଇଁ ପୁଣି ଥରେ ନିର୍ବଚନରେ ଜିତିଥିଲେ । ହେଲେ ଏହାରି ମଧ୍ୟରେ ଆଉ ଏକ ଖବର…
Read More...

କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି

ବାଲେଶ୍ୱର-: କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର, ୪ କନେଷ୍ଟବଳ ଥିବା ସୂଚନା ରହିଛି । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସପି ଏହି କଡ଼ା…
Read More...

ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ

ଛତିଶଗଡ-: ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ ଏନକାଉଣ୍ଟର୍‍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଭାସ୍କର ନାଁରେ ସରକାର ୪୫ଲକ୍ଷର ପୁରସ୍କାର ରାଶି ରଖିଥିଲେ । ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ,…
Read More...

ବେଙ୍ଗାଲୁରରେ ଦଲାଚକଟାରେ ମୃତ୍ୟୁ ପାଇଁ ବିରାଟଙ୍କ ନାଁରେ ମାମଲା ରୁଜ୍ଜୁ..

ବଢିଲା ବିରାଟଙ୍କ ଅଡୁଆ । ବେଙ୍ଗାଲୁରରେ ଦଲାଚକଟାରେ ମୃତ୍ୟୁ ପାଇଁ ବିରାଟଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ବେଙ୍ଗାଲୁରୁର କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇଛି। ଏହି ଅଭିଯୋଗ ବରିଷ୍ଠ ସାମାଜିକ କର୍ମୀ ଏଚ୍.ଏମ୍. ଭେଙ୍କଟେଶ ଦାଖଲ କରିଛନ୍ତି। ଅଭିଯୋଗ…
Read More...

ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ କମିଟି ଗଠନ…

ଏବର୍ଷ ହେବାକୁ ଥିବା ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ରାଜ୍ୟ ସରକାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ରହିଛନ୍ତି ବିଭିନ୍ନ ବିଭାଗର ଅନ୍ୟ ୪ ଜଣ ମନ୍ତ୍ରୀ।  ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ, ପୂର୍ତ୍ତ ଏବଂ ଅବକାରୀ…
Read More...

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି

ସୁନ୍ଦରଗଡ଼-: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକ ତଥା ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ପଥର ଖଣି ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ ସେ କାହାଠାରୁ ଲାଇସେନ୍ସ…
Read More...

୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି

ନୂଆଦିଲ୍ଲୀ-: ହ୍ରାସହେଲା ଅମରନାଥ ଯାତ୍ରା ଅବଧି । ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବଂ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି

ନୂଆଦିଲ୍ଲୀ-: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଗୁରୁବାର ରାତି ପ୍ରାୟ ୧୧:୦୦ ଟାରେ ଗାଜିଆବାଦ ପୋଲିସକୁ ଏହି ପିସିଆର୍ କଲ୍ କରାଯାଇଥିଲା। ତୁରନ୍ତ…
Read More...

ବିରାଟ କୋହଲିଙ୍କ ଭଉଣୀ ପ୍ରତିକ୍ରିୟା…

ବିରାଟ କୋହଲିଙ୍କ ଭଉଣୀ ଭାବନା ଧିଙ୍ଗରା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ସୂଚନା ଆସିଛି। ଭାବନା ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସତ୍ୟ କହିଛନ୍ତି। ଭାବନା କୋହଲି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ବିରାଟ-ଅନୁଷ୍କାଙ୍କ ଫଟୋ ସେୟାର କରିଛନ୍ତି।…
Read More...