ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩…

ନୂଆଦିଲ୍ଲୀ-: ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦାରିଦ୍ରତା । ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି । ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩ ପ୍ରତିଶତକୁ ଖସିଛି । ୨୦୧୧-୧୨ରେ…
Read More...

ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି

ସମ୍ବଲପୁର-: ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି । ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି । ପୂର୍ବରୁ ସମ୍ବଲପୁରରେ…
Read More...

ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର-: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ଦେବେ ରାଜ୍ୟ ସରକାର । ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ…
Read More...

ଟ୍ରମ୍ପଙ୍କ ସହ ବିବାଦ ଶେଷ କରିବାକୁ ଚାହୁଛନ୍ତି ମସ୍କ…

ମିଶିଯିବେ କି ମସ୍କ ଆଉ ଟ୍ରମ୍ପ । ଟେସଲା ମୁଖ୍ୟ ଏଲୋନ ମସ୍କ କ'ଣ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବିବାଦ ଶେଷ କରିବାକୁ ଚେଷ୍ଟା କରୁଛନ୍ତି? ତାଙ୍କର ସାମ୍ପ୍ରତିକ ପଦକ୍ଷେପ ଏହି ଦିଗକୁ ଇଙ୍ଗିତ କରୁଛି। ପ୍ରକୃତରେ, ମସ୍କ ଏପଷ୍ଟାଇନ ଫାଇଲଗୁଡ଼ିକ ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ କିଛି…
Read More...

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି

ବ୍ରହ୍ମପୁର-: ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ୪ ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ । ଅଭିଯୁକ୍ତ ମାନେ ଫେରାର ଥିବାବେଳେ ବେଳେ ବିଶାଖାପାଟଣାରୁ ଧରିଲା ପୋଲିସ । ଗିରଫ ପରେ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ଗୋଳନ୍ଥରା…
Read More...

ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି । ସୂଚନା…
Read More...

ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ ପ୍ରାନ୍ତରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷା କରିଛନ୍ତି

ୟୁକ୍ରେନ୍-: ୟୁକ୍ରେନ୍ ଆକ୍ରମଣକୁ ନେଇ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ରୁଷ୍ ଏବେ ୟୁକ୍ରେନ୍‌ରେ ଧ୍ୱଂସର ଖେଳ ଆରମ୍ଭ କରିଦେଇଛି କାରଣ ରୁଷ୍ ଉପରେ ୨ଥର ପୃଥକ୍ ଆକ୍ରମଣ କରି ୟୁକ୍ରେନ୍ ନିଜ ପାଇଁ ବଡ଼ ସମସ୍ୟାକୁ ଆହ୍ୱାନ କରିଥିଲା । ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ…
Read More...

କେଦାରନାଥ ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବିମାନ ହଠାତ ରାଜପଥରେ ଓହ୍ଲାଇ ପଡ଼ିଲା

ଉତ୍ତରାଖଣ୍ଡ-: ବଡ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର । କେଦାରନାଥ ପାଖରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜପଥରେ ଓହ୍ଲାଇଲା । ହେଲିକପ୍ଟରରେ ପାଇଲଟଙ୍କ ସହ ଥିବା ୫ ଯାତ୍ରୀ  ସୁରକ୍ଷିତ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ…
Read More...

ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ମେକ୍ସିକୋ-: ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇଜଣ ଗୁଆଟେମାଲା ପାଇଲଟ ଏବଂ ଜଣେ ମେକ୍ସିକୋ କୃଷି ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ମେକ୍ସିକୋର କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୁଆଟେମାଲା ବିମାନଟି ଦକ୍ଷିଣ…
Read More...

ଆଇସିୟୁରେ ନିଶା ଇଞ୍ଜେକ୍ସନ ଦେଇ ମହିଳାଙ୍କୁ ଦୁଷ୍କର୍ମ…

ରାଜସ୍ଥାନରେ ଲଜ୍ଜ୍ୟା । ହସ୍ପିଟାଲ ବେଡରେ ମିହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ । ଏପରି ହୃ୍ଦୟ ଥରା କାହାଣୀ ଘଟିଛି ଅଲୱାରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜରେ । ଜୁନ ୪ ତାରିଖରେ ଏପରି ଘଟଣା ଘଟିଛି । ସୂଚନା ଅନୁସାରେ ଜଣେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଚିକିତ୍ସା…
Read More...