ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀ ଶନିବାର ରାତିରେ ୨ଟି ଛୁଆଙ୍କୁ ଜନ୍ମ ଦେଇଛି

ଭୁବନେଶ୍ୱର-: ନନ୍ଦନକାନନରେ ପୁଣି ବୃଦ୍ଧି ପାଇଲା ଧଳା ବାଘଙ୍କ ସଂଖ୍ୟା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ୨ଟି ଛୁଆଙ୍କୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏନ୍‌କ୍ଲୋଜର ୨୮-ବି’ରେ ଏହି ଦୁଇଟି ଯାକ ଛୁଆ ଜନ୍ମ…
Read More...

ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ

ପୁରୀ-: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ…
Read More...

ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ନାମରେ ଏକ ଆପ୍ଲିକେସନ୍ ପୁରୀ ଜିଲ୍ଲା ପ୍ରଶାସନ ଲଞ୍ଚ…

ପୁରୀ-: ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ନାମରେ ଏକ ଆପ୍ଲିକେସନ୍ ପୁରୀ ଜିଲ୍ଲା ପ୍ରଶାସନ ଲଞ୍ଚ କରିଛି । ଏହି ଆପ ମନ୍ଦିରର ରୀତିନୀତି, ଧାଡି ସ୍ଥିତି ଏବଂ ରଥଯାତ୍ରା ଭଳି ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ରିଅଲ୍-ଟାଇମ୍ ଅପଡେଟ୍ ଦେବା । ଏହି ଆପ୍ ଶ୍ରଦ୍ଧାଳୁ…
Read More...

ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି

ଭୁବନେଶ୍ୱର-: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା । ତେଣୁ ଏହି ଅବସରରେ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦବାର ଖେଲାଯିବାକୁ ବାରଣ କରାଯାଇଛି । ସୂଚନା ମୁତାବକ, ବିଶ୍ୱ…
Read More...

ଜୁନ୍ ୧୮ ତାରିଖରେ ଭାରତୀୟ ନୌସେନାରେ କମିଶନ ହେବାକୁ ଯାଉଛି ଆଣ୍ଟି-ସବମେରିନ୍ ୱାୟାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ…

ନୂଆଦିଲ୍ଲୀ-: ଭାରତୀୟ ନୌସେନା ଜୁନ୍ ୧୮ ତାରିଖରେ ବିଶାଖାପାଟଣାର ନୌସେନା ଡକୟାର୍ଡରେ ଆଣ୍ଟି-ସବମେରିନ୍ ୱାୟାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ (ASW-SWC) ସିରିଜ୍ ଅନ୍ତର୍ଗତ ପ୍ରଥମ ଯୁଦ୍ଧଜାହାଜ 'ଅର୍ଣ୍ଣାଲା'କୁ କମିଶନ କରିବାକୁ ଯାଉଛି। ଏହି କମିଶନିଂରେ ପ୍ରତିରକ୍ଷା କର୍ମଚାରୀ ପ୍ରମୁଖ…
Read More...

କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଗୁଳି କରାଯାଇଛି

କଲମ୍ବିଆ-: କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଗୁଳି କରାଯାଇଛି । ଗୁଳିଟି ତାଙ୍କ ମୁଣ୍ଡରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କ ଅବସ୍ଥା…
Read More...

ଏଣିକି ତତ୍କାଳ ଟ୍ରେନ ଟିକେଟ ପାଇଁ ଉପଭୋକ୍ତାଙ୍କ ଆଧାର ନମ୍ବର ଦରକାର

ନୂଆଦିଲ୍ଲୀ-: ଭାରତରେ ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ବିକାଶରେ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ତତ୍କାଳ କୋଟା ଅଧୀନରେ ଟିକେଟ ବୁକିଂ କରିବା ସମୟରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଆଧାର ନମ୍ବରକୁ ସେମାନଙ୍କର ଲଗଇନ୍ ଆଇଡି ସହିତ ଲିଙ୍କ୍ କରିବା…
Read More...

ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି

ନୂଆଦିଲ୍ଲୀ-: ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ଟିକସ ବିଲ୍‌କୁ ନେଇ ଆମେରିକା…
Read More...

କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା

କଟକ-: କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସହଙ୍ଗା ଗୋପାଳପୁର ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା…
Read More...

କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ

ବାଲେଶ୍ଵର -: ଇଅର ଫୋନ ହେଲା କାଳ । ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ । ବାଲେଶ୍ଵର ସହଦେବ ଖୁଣ୍ଟା ଅନ୍ତର୍ଗତ ଆନନ୍ଦ ବଜାର ଓଭର ବ୍ରିଜ ପାଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…
Read More...