ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ପାର୍ଥୋ ଘୋଷ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ନୂଆଦିଲ୍ଲୀ-: ସୋମବାର ଦିନ ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେ ଶେଷ ନିଶ୍ୱାସ ନେବା ସମୟରେ ୭୫ ବର୍ଷ ବୟସରେ ଥିଲେ। ହିନ୍ଦୀ ସିନେମା ଇତିହାସରେ ଅନେକ କିମ୍ବଦନ୍ତୀ ନିର୍ଦ୍ଦେଶକ ଅଛନ୍ତି, ଯେଉଁଥିରେ ପାର୍ଥୋ ଘୋଷ ମଧ୍ୟ ସାମିଲ ଅଛନ୍ତି। ସେ ଜଣେ…
Read More...

ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକଙ୍କ ସାମୁହିକ ସମସ୍ୟା ଓ ସ୍ୱାର୍ଥ ଉପରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ୧୧ ଦଫା…
Read More...

ମର୍ଡର ର ଷଡଯନ୍ତ୍ର ରଚିଥିଲେ ସୋନମ

ବହୁ ଚର୍ଚ୍ଚିତ ରାଜା ରଘୁଂବଶୀ ହତ୍ୟା ମାମଲା । ଗତ ମେ ୧୧ ତାରିଖରେ ରାଜା ରଘୁବଂଶୀ ସୋନମ ରଘୁବଂଶୀଙ୍କୁ ବିବାହ କରିଥିଲେ । ଏଥିରେ ଉଭୟଙ୍କ ପରିବାର ସମେତ ସମସ୍ତ ବନ୍ଧୁମାନେ ଖୁସି ଥିଲେ । ହେଲେ କିଏ ଜାଣିଥିଲା ଯେ ମାତ୍ର ଏଇ କିଛି ଦିନ ମଧ୍ୟରେ ଏହି ଦମ୍ପତ୍ତି ଦେଶର ମୁଖ୍ୟ ଖବର ପାଲଟିବ ।…
Read More...

ରବିବାର ଅପରାହ୍ନରେ ଆମେରିକାର ଟେନେସି ଅଞ୍ଚଳରେ ହୋଇଛି ବିମାନ ଦୁର୍ଘଟଣା

ଆମେରିକା-: ରବିବାର ଅପରାହ୍ନରେ ଆମେରିକାର ଟେନେସି ଅଞ୍ଚଳରେ ହୋଇଛି ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଥିବା ବେଳେ ବିମାନରେ ୨୦ ଜଣ ଯାତ୍ରୀଥିବା ନେଇ ସୂଚନା ରହିଛି । ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ…
Read More...

ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି-: ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏଏସ୍ପି ଆକାଶ ରାଓ ଗିରପୁଞ୍ଜେ ସହିଦ । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ…
Read More...

ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ

ପୁରୀ-: ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି ଆଉ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କରାଯାଉଛି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ । ମନ୍ଦିରର ପଶ୍ଚିମ ପଟ ମେଘନାଦ ପାଚେରୀକୁ…
Read More...

୨୦ ଲକ୍ଷର ସୁନା ଅଳଙ୍କାର ବୟାଗ ଛଡାଇ ନେଲା ମାଙ୍କଡ…

ମହିଳା ଭକ୍ତଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲା ମାଙ୍କଡ । ଅନେକ ମନ୍ଦିର ଅବା ଦର୍ଶନୀୟ ସ୍ଥାନ ମାନଙ୍କରେ ମାଙ୍କଡ ମାନେ ପର୍ଯ୍ୟଟକ ତଥା ଭକ୍ତ ମାନଙ୍କ ପାଖରୁ ଖାଦ୍ୟ ପଦାର୍ଥ ଛଡାଇ ନେଇଥାନ୍ତି । ଅବା ପର୍ସ ମଧ୍ୟ ଛଡାଇ ନେଇ ଥାନ୍ତି । ସେହିପରି ଏଠାରେ ମାଙ୍କଡଟି ଅଳଙ୍କାର…
Read More...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଫିସର। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ…
Read More...

ରାଜ୍ୟରେ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର-: ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ । ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୩୩ । ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା…
Read More...

ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ମାଓ ବିରୋଧୀ ଅଭିଯାନ ଜାରି

ଭୁବନେଶ୍ୱର-: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ…
Read More...