ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇଲେ ଯୋଗେଶ ବାହାଦୁର ଖୁରାନିଆ

ବ୍ୟୁରୋ-: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ…
Read More...

ମ୍ୟାଗି ଖାଇବାକୁ ଯିବାବେଳେ ପୋଲିସ ଗାଡ଼ିକୁ ଧକ୍କା

ନୂଆଦିଲ୍ଲୀ-: ମ୍ୟାଗି ଖାଇବାକୁ ଯିବାବେଳେ ପୋଲିସ ଗାଡ଼ିକୁ ଧକ୍କା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ ଏମିତି ଘଟଣା ଘଟିଛି ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମ୍ୟାଗି ଖାଇବାକୁ ବାପାଙ୍କ ସ୍କର୍ପିଓ ନେଇ ଆସିଥିବା ୧୯ ବର୍ଷୀୟା ଯୁବତୀ  ଯେଉଁ କାଣ୍ଡ…
Read More...

୩ ରାଜ୍ୟର ପୋଲିସକୁ ଚକମା ଦେଇ ଲୁଚିଥିଲେ ୫ ଅଭିଯୁକ୍ତ…

ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଟ୍ୱିଷ୍ଟ । ରାଜା ରଘୁବଂଶିଙ୍କୁ ହତ୍ୟା ପଛରେ କେବଳ ସ୍ତ୍ରୀ ନୁହେଁ ବରଂ ଅନ୍ୟମାନେ ମଧ୍ୟ ସାମିଲ ରହିଥିଲେ । ହନିମୁନରୁ ହିଁ ସ୍ତ୍ରୀ ସୋନମ ହତ୍ୟା ଷଡଯନ୍ତ୍ର କରିଥିଲେ । ଯେତେବେଳେ ସେମାନେ ହନିମୁନ ପାଇଁ ସିଲଂ ଯାଇଥିଲେ ସେଠାରେ…
Read More...

ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ

ଭୁବନେଶ୍ୱର-: ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ ଡାକରା ଦିଆଯାଇଛି । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ…
Read More...

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ…

କଟକ-: ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଖେଳସୂଚୀ ପ୍ରକାଶ ହୋଇଛି।…
Read More...

ଶ୍ରାଦ୍ଧଦିବସ ଅବସରରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି…

ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବି୍ରଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର । ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖ…
Read More...

ରିପୋର୍ଟିଂ ବେଳେ ପୋଲିସ ଗୁଳିରେ ଆହାତ ହେଲେ ସାମ୍ବାଦିକା…

ରିପୋର୍ଟିଂ ବେଳେ ପୋଲିସ ଗୁଳିରେ ଆହାତ ହେଲେ ସାମ୍ବାଦିକା । ଏକ ହିଂସାତ୍ମକ ପ୍ରତିବାଦ ଘଟଣାରେ ଲାଇଭ ରିପୋର୍ଟି କରୁଥିବା ବେମ୍ମେହିଳା ସାମ୍ବାଦିକାଙ୍କ ଉପରକୁ ରବର ଗୁଳି ମାଡ କରିଥିଲା ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକା ଲସ୍ ଆଞ୍ଜେଲସ୍ ରେ । ପ୍ରଦର୍ଶନକାରୀଙ୍କୁ ରୋକିବା…
Read More...

ରାଜ୍ୟରେ ବଦଳିଲେ ୨୯ ଓଏଏସ ଅଧିକାରୀ

ଭୁବନେଶ୍ୱର-: ରାଜ୍ୟରେ ବଡଧରଣର ଅଦଳ ବଦଳି । ବଦଳିଲେ ୨୯ ଓଏଏସ  ଅଧିକାରୀ । ୨୯ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ ରାଜସ୍ୱ ବିଭାଗୀୟ ସଚିବ । ଲିପ୍ସାଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ । ବୀରସେନ ପ୍ରଧାନ…
Read More...

ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି

ଭୁବନେଶ୍ୱର-: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ କହିଛନ୍ତି, ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି…
Read More...

ସମୁଦ୍ରରେ ଖସି ପଡିଲା ୫୦ଟି କଣ୍ଟେନର, ୪ ଜଣ ନିଖୋଜ…

କେରଳ ଉପକୂଳରେ ଏକ ଦୁର୍ଘଟଣା ଘଟିଛି। କଲମ୍ବୋରୁ ନହାଭା ଶେଭା ଯାଉଥିବା କଣ୍ଟେନର ଜାହାଜ MV WAN HAI 503 ରେ ସମୁଦ୍ରରେ ଏକ aW ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କୋଚିରୁ ପ୍ରାୟ 315 କିଲୋମିଟର ପଶ୍ଚିମରେ ଜାହାଜର ତଳ ଡେକ୍ (ତଳ ଅଂଶ)ରେ ଘଟିଥିଲା। ଦୁର୍ଘଟଣା ପରେ ଜାହାଜର 4 ଜଣ କ୍ରୁ…
Read More...