ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ଲୋକସେବା ଆୟୋଗର ନୂତନ ଅଧ୍ୟକ୍ଷ

ରାଜସ୍ଥାନ-: ରାଜସ୍ଥାନ ଲୋକସେବା ଆୟୋଗକୁ ନୂତନ ଅଧ୍ୟକ୍ଷ ମିଳିଛି । ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଡିଜିପି ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୧୦ ମାସ ଧରି ଖାଲି ଥିଲା ରାଜସ୍ଥାନ ଲୋକସେବା…
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ…
Read More...

ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ରବର୍ଟ ଭଦ୍ରାଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ-: ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ  ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ ଇଡ଼ିକୁ ଏକ ଇମେଲ୍‍ ଲେଖିଛନ୍ତି । ଭଦ୍ରା ଇଡିଠାରୁ…
Read More...

ସରିଲା ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନିଲମ୍ବନ ସମୟ

ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ହୋଇଥିଲେ ବିବାଦୀୟ। ଏମିତିକି ଏକ ଘରୋଇ ଚ୍ୟାନେଲ ରେ କହିଥିଲେ ୨୦୧୫ ନବକଳେବର ସମୟରେ ସଂଗୃହିତ ବଳକା ଦାରୁରେ ଦିଘା ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିର୍ମାଣ କରାଯାଇଥିବା କହି ଭକ୍ତଙ୍କ ଭାବାବେଗକୁ…
Read More...

ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ।

ବିଜେଡ଼ି ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ।ଓଡ଼ିଶାକୁ ବିକଶିତ ରାଜ୍ୟ ଗଢ଼ି ତଳିବାକୁ ଭାଜପା ସରକାର ଲାଗି ପଡ଼ିଛି।ଧୀରେ ଧୀରେ ବିଜେପି ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଵୃଦ୍ଧି ପାଇବାରେ ଲାଗିଛି।ଆଜି…
Read More...

୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍

ବରଗଡ-: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ ।…
Read More...

ସବୁ ଜାଣି ବି ଲୁଚାଇଥିଲେ ସୋନମଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କଲେ ମୃତ ରାଜାଙ୍କ ଭାଇ…

ଇନ୍ଦୋର ରାଜା ହତ୍ୟା ମାମଲାରେ ନୂଆ ମୋଡ଼ । ସବୁ ଜାଣି ବି ଲୁଚାଇଥିଲେ ସୋନମଙ୍କ ମା’ । ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୃତ ରାଜା ରଘୁବଂଶୀଙ୍କ ଭାଇ ବିପିନ । ବିପିନ ଦାବି କରିଛନ୍ତି ଯେ ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି…
Read More...

ଜେଲରେ ଲାଞ୍ଚୁଆ ଆଇଏଏସ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି

ଭୁବନେଶ୍ୱର-:୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ । ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମାନ ଚକମା । ତେବେ ଜେଲରେ ଲାଞ୍ଚୁଆ…
Read More...

ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ-: ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଏଥିପାଇଁ ସୋମବାର ରାତ୍ର ଆଳତି ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ସେନାପଟା ଶେଷ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।…
Read More...

ଏସପିଙ୍କ ପ୍ରତିନିଧି କହି ବଦଳି କରାଇଦେବା ନାଁରେ ଆଦାୟ କରୁଥିଲେ ଟଙ୍କା…

ଠକେଇ କରି ଉପୁରୀ ଟଙ୍କାରେ ପକେଟ ଗରମ କରିବାକୁ ଚାହୁଁଥିଲେ ହାବିଲଦାର । ମାସକୁ ମାସ ଦରମା ନେଉଥିଲେ ଆଉ ତାସାଙ୍ଗକୁ ଏପରି ତରିକା ଆପଣାଇ ହଜାର ହଜାର ଟଙ୍କା କମାଉଥିଲେ । ନିଜ ମନ ମୁତାବକ ଥାନାକୁ କର୍ମଚାରୀଙ୍କ ବଦଳି କରାଇଦବାକୁ କହି ଆଦାୟ କରୁଥିଲେ ଟଙ୍କା । ଏଥିପାଇଁ ନିଜକୁ ଜିଲ୍ଲା…
Read More...