ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କଲେ ଏଲୋନ ମସ୍କ

ନୂଆଦିଲ୍ଲୀ-: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକ ଏଲୋନ ମସ୍କଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।…
Read More...

ପୋଲିସ ହାତରେ ସୋନମଙ୍କ ରକ୍ତ ଛିଟା ରେନକୋର୍ଟ …

ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ସମ୍ପର୍କରେ ନୂଆ ଖୁଲାସା ହୋଇଛି। ଜୁନ୍ ୨ ତାରିଖରେ ମେଘାଳୟର ଏକ ଗଭୀର ଖାତରୁ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ତଦନ୍ତରୁ ଜଣାପଡିଛି ଯେ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହା ଏହି ହତ୍ୟା ପଛରେ…
Read More...

ଡିଜିଟାଲ ସେବା ପାଇଁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର…

ରାଇରଙ୍ଗପୁର,(ସତ୍ୟନାରାୟଣ ପାଲ) କେନ୍ଦ୍ର ସରକାର ଡିଜିଟାଲ ଭାରତ ନିର୍ମାଣ ସ୍ବପ୍ନ ଦେଖିଥିବା ବେଳେ ବାମନ ଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଚଢେଇପାହାଡି ପଞ୍ଚାୟତ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନତା ର 77 ବର୍ଷ ପରେ ମଧ୍ୟ ନେଟୱର୍କ ଅପହଞ୍ଚ। ଚଢେଇପାହାଡି ରେ…
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ‌

ବାଲେଶ୍ୱର-: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବା ସୂଚନା । ବାଲେଶ୍ୱର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର…
Read More...

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି

ଭୁବନେଶ୍ୱର-: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଜେଇଇ-୨୦୨୫ ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ojee.nic.in ୱେବସାଇଟରେ ପରୀକ୍ଷା…
Read More...

ଅଣସର ନୀତି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରତିନିଧି ସ୍ଵରୂପ ପଟିଦିଅଁ ପୂଜା ପାଇବେ

ପୁରୀ-: ରାତି ପାହିଲେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ତେବେ ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କ କରାଯିବ ଗୁପ୍ତସେବା। ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ…
Read More...

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ…

ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ । ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି । ଆଉ ୮ ମାସ ପରେ ଟି-୨୦ ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିବାବେଳେ…
Read More...

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଛି ଭିଜିଲାନ୍ସ

କୋରାପୁଟ-: ଭିଜିଲାନ୍ସ ଜାଲରେ ଫଶିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା । ଏହି…
Read More...

କାନାଡାରେ ତ୍ରରଙ୍ଗାକୁ ଅପମାନ ସହ ମୋଦିଙ୍କୁ ହତ୍ୟା ଧମକ ଦେଲେ ଖଲିସ୍ତାନୀ

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ କାର୍ୟ୍ୟକଳାପ ପୁଣି ଥରେ ଭାରତ-କାନାଡା ସମ୍ପର୍କରେ ଉତ୍ତେଜନା ବୃଦ୍ଧି କରିଛି। ସଦ୍ୟତମ ଘଟଣାକ୍ରମରେ ଖଲିସ୍ତାନୀ ଉଗ୍ରବାଦୀମାନେ ଖୋଲାଖୋଲି ଭାବରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ଏବଂ ଭାରତୀୟ ତ୍ରିରଙ୍ଗାକୁ…
Read More...

ରତ୍ନବେଦୀ ଛାଡି ସ୍ନାନ ବେଦିରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଧାମୂର୍ତ୍ତି

ପୁରୀ-: ରାତି ପହିଲେ ଦେବସ୍ନାନ ପୂଣ୍ଣିମା ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରତ୍ନବେଦୀ ଛାଡି ସ୍ନାନ ବେଦିରେ ପତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଧାମୂର୍ତ୍ତି । ଏଥିପାଇଁ ସାରିଛି ନୀତି ନିର୍ଘଣ୍ଟ । କାଲି ଭୋର ୪ଟା ୩୦ରେ ମଙ୍ଗଳା…
Read More...