ଘର ଛାତରେ ପଲିଥିନ୍ ଘୋଡେଇବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଜୀବନ

ବିଷମକଟକ-: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ହଜାରଡାଙ୍ଗ ଗ୍ରାମରେ ଗତକାଲି ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ୨୫ ବର୍ଷୀୟ ଯୁବକ ରଞ୍ଜନ କୁମାର ସାହୁକାରଙ୍କ ନିଜ ଘରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ରଞ୍ଜନ ବିଷମକଟକ କୋର୍ଟରେ ଏପିଆର କୋର୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।…
Read More...

ମହଙ୍ଗା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ବୀମା କମ୍ପାନୀ ଗଣିବ ମୋଟା ଅଙ୍କର ଅର୍ଥ…

ଗୁରୁବାର ଅହମ୍ମଦାବାଦ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସମୟରେ ଘଟିଥିବା ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସହିତ ବୀମା ଦାବିର ପରିମାଣ ୨ ହଜାର ୪ ଶହ କୋଟି ଟଙ୍କାା ହୋଇପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଯାହା…
Read More...

ଡାଇରିଆ ପାଇଁ ୧୪ ରୁ ୧୬ ଯାଏଁ ଛୁଟି ବାତିଲ କଲେ ଜିଲ୍ଲା…

ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ ।  ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ ବାତିଲ କରାଗଲା । କିଛିଦିନ ପୂର୍ବରୁ ଯାଜପୁରରେ ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପିଥିଲା…
Read More...

ଫ୍ଲାଇଟ ମିସ୍ ପାଇଁ ଟଳିଗଲା ମୃତ୍ୟୁ…

ଠିକ୍ ସମୟରେ ସବୁଠି ପହଞ୍ଚିବାର ଅଭ୍ୟାସ ପ୍ରଶଂସନୀୟ ହୋଇପାରେ, କିନ୍ତୁ ବେଳେବେଳେ ବିଳମ୍ବରେ ପହଞ୍ଚି ଜୀବନ ବଞ୍ଚିଯାଇଥାଏ । ଭରୁଚର ଭୂମି ଚୌହାନଙ୍କ ୧୦ ମିନଟ ବିଳମ୍ବ ତାଙ୍କୁ ମୃତୁ୍ୟ ମୁଖରୁ ବଞ୍ଚାଇ ଦେଇଛି । ତାଙ୍କର ଟିକିଏ ଡେରି ପାଇଁ ସେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ…
Read More...

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଏବଂ ଗୃହରକ୍ଷୀଙ୍କ ଦୈନିକ ଡୁ୍ୟଟି ଭତ୍ତା ବୃଦ୍ଧି

ବଢିଲା ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଏବଂ ଗୃହରକ୍ଷୀ ମାନଙ୍କ ଦୈନିକ ଡୁ୍ୟଟି ଭତ୍ତା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ (Civil Defence Volunteer) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।…
Read More...

ଏୟାର ବିମାନ ଦୁର୍ଘଟଣାରେ କେମିତି ବଞ୍ଚିଗଲେ ରମେଶ…

ଗତକାଲି ଅର୍ଥାତ ଗୁରୁବାର ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବା ପରେ ମାତ୍ର କିଛି ସେକେଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ 242 ଜଣଙ୍କ ମଧ୍ୟରୁ 241 ଜଣଙ୍କର ମୃତ୍ୟୁ ହୋଇଥିଲା। ବିଶ୍ୱାସ କୁମାର ରମେଶ ଏକମାତ୍ର ବ୍ୟକ୍ତି ଯିଏ…
Read More...

ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଶ୍ରୀ ହରିଶ ଚନ୍ଦ୍ର ନାୟକଙ୍କୁ ଭୁବନେଶ୍ୱରର ଅତିରିକ୍ତ ମିଶନ ନିର୍ଦ୍ଦେଶକ ଭାବରେ ସ୍ଥାନାନ୍ତର କରାଯାଇଛି। ଶ୍ରୀମତୀ…
Read More...

ଲୋଭ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା

ଟଙ୍କା ଠକିଥିବା ନେବା ଅଭିଯୋଗ ପରେ ସାଇବର ଥାନା ପୁଲିସ ମାମଲା ତଦନ୍ତ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ରୁହନ୍ତି । ସେ ଗତ ୨୦୨୪ ମସିହାରେ “ଜିପିଏନଏସ ବିଜିନେସ ପ୍ରାଇଭେଟ ଲିମିଟେଡ” ନାମକ ଏକ…
Read More...

କଲବଲ କରୁଛି କାଦୁଅ ପଚପଚ ରାସ୍ତା

ଢେଙ୍କାନାଳ-: ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନବେଳେ ମାଲମାଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ

ଛତିଶଗଡ-: ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । ମୃତକଙ୍କ ନାଁ  ମୁଚାକି ବାମନ ଓ ଅନିତା ଆଭାଲମ୍ ବୋଲି ଜଣାପଡିଛି । ମୁଚାକି ନାଁରେ ୫…
Read More...