ଗାଧୋଉଥିବାବେଳେ ଝିଅ ଆଗରେ ମାଆକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା-: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଓଁଲାଡିହ ଗାଁରେ ଘଟିଛି  ଅଘଟଣ । ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । ମହିଳା ଜଣକ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
Read More...

ଡୁମୁଡୁମାରେ ନିଶାଦେଇ ଜଣେ ନାବାଳିକାକୁ ଅପହରଣ କରୁଥିଲେ ଦୁଇ ବଙ୍ଗୀୟ ଯୁବକ

ଭୁବନେଶ୍ୱର-: ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ରାତି ଅଧରେ କୁଆଡେ ଓ…
Read More...

ସୁନ୍ଦରଗଡ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ମାଓ ଇନଫର୍ମର ଜର୍ଜ ମୁଣ୍ଡାକୁ ଗିରଫ

ସୁନ୍ଦରଗଡ-: ଗତ ମାସରେ ସୁନ୍ଦରଗଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିରୁ ବିସ୍ଫୋରକ ଭର୍ତି ଏକ ଟ୍ରକ୍ ଲୁଟ କରାଯାଇଥିଲା । ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଭିଯୁକ୍ତର ଘର‌ ବାଙ୍କୋ କେ ବଲାଙ୍ଗ ଥାନା ଅଞ୍ଚଳରେ । ଯେ କି ଏହି ଘଟଣାରେ…
Read More...

ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି କରି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା

ଭୁବନେଶ୍ୱର-: ଇନଭେଷ୍ଟ ଠକେଇ ଘଟଣାରେ ସାଇବର ଥାନା ପୋଲିସର ପର୍ଦ୍ଦାଫାସ୍ । ଠକେଇ ଘଟଣାରେ ଭଦ୍ରକରୁ ଉମାଶଙ୍କର ଦୀକ୍ଷିତ ନାମକ ଅପରାଧୁକୁ ଗିରଫ କଲା ସାଇବର ଥାନା ପୋଲିସ। ହ୍ଵାଟ୍ସ ଆପ୍ ଗ୍ରୁପ୍ କରି ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଠକି ନେଉଥିଲେ  ଟଙ୍କା । ୧୨ଲକ୍ଷ ୨…
Read More...

ଭଣ୍ଡାରିପୋଖରୀ ପରେ ଧାମନଗର ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି

ଭଦ୍ରକ-: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହେଲଣି । ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ…
Read More...

ପୁଅ ସହିତ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ନୃସଂଶ ବାପା…

ପିତୃ ଦିବସ ରେ ବାପା ସାଜିଲା ଚଣ୍ଡାଳ, ପୁଅ ସହିତ  ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣିଲା ସୈତାନ ବାପା । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ଗ୍ରାମ ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଛି। ଅଭିଯୁକ୍ତ ବାପା ଫେରାର…
Read More...

ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ

ହାଇଦ୍ରାବାଦ-: ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ । ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନ ୟୁ-ଟର୍ଣ୍ଣ କରି ଜର୍ମାନୀ ଫେରିଯାଇଛି । ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ପାଇବା ପରେ ତାହାକୁ ଫେରାଇ ଦିଆଯାଇଥିଲା । ହେଲେ…
Read More...

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣ

ଉତ୍ତରାଖଣ୍ଡ-: ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ଉପକନିଷ୍ଠ, ଯୁବ ଓ କନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୮ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୫ କାଂସ୍ୟ ସହ ୩୬ ପଦକ ଜିତିଛି। ଏଥିସହ ଓଡ଼ିଶା ମୋଟ ପଦକ ସଂଖ୍ୟାରେ ଶୀର୍ଷରେ ରହିଥିଲା ବେଳେ ‌ସ୍ୱର୍ଣ୍ଣ ଜିତିବା ଆଧାରରେ ତାଳିକାରେ ଚତୁର୍ଥ…
Read More...

ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ

ନୂଆଦିଲ୍ଲୀ-: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଡିଏନଏ ଟେଷ୍ଟ…
Read More...

ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଜଣେ ଯବାନ ସହିଦ

ରାଉରକେଲା-: ସୁନ୍ଦରଗଡ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି । ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣକ ଉତ୍ତରପ୍ରଦେଶର ସତ୍ୟବାନ୍ ସିଂ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ…
Read More...