ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି

ଚେନ୍ନାଇ-: ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ଚେନ୍ନାଇ ଫେରିବାକୁ ପଡିଥିଲା । ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ଅଧ ଘଣ୍ଟା ଉଡାଣ ପରେ, ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ ଯାନ୍ତ୍ରିକ…
Read More...

ଶୁକ୍ରବାର ଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି

ଲଣ୍ଡନ-: ଶୁକ୍ରବାର ଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ । ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି । ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ସହ ବରିଷ୍ଠ ସ୍ପିନର…
Read More...

ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଥାନାରେ ଅଟକ କଂଗ୍ରେସ ନେତୃବୃନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପୋଲିସ ଆଜି ବିଳମ୍ବିତ ରାତିରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ପିସିସି ସାଧାରଣ ସମ୍ପାଦକ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ୟାଶିର ନୱାଜ୍ ଓ ଅନ୍ୟ ଯୁବ କଂଗ୍ରେସ ନେତ୍ରୁବୃନ୍ଦଙ୍କୁ ଗିରଫ କରି କ୍ୟାପିଟାଲ…
Read More...

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ କାରିଗରୀକୁ ବିଶ୍ୱବ୍ୟାପୀ ପହଞ୍ଚାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କ୍ରୋଏସିଆ ଗସ୍ତରେ ଥିଲେ। ଏହି କ୍ରୋଏସିଆ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ତାଙ୍କର ଗସ୍ତକୁ ସ୍ୱତନ୍ତ୍ର କରିବା ପାଇଁ, ସେ କିଛି ଶ୍ରେଷ୍ଠ ବିଶ୍ୱ ନେତାଙ୍କୁ ସାଂସ୍କୃତିକ ଐତିହ୍ୟ ସହିତ ଜଡିତ…
Read More...

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା-: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମର ମାମଲାର ତଦନ୍ତ ଚାଲିଥିବା ବେଳେ ବାରିପଦାରୁ ଆଉ ଏକ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ…
Read More...

ଜୁନ୍ ୨୪ପର୍ଯ୍ୟନ୍ତ ଯାଜପୁର ଏବଂ ଜୁନ୍ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର-: ବଢ଼ୁଥିବା ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି, ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାଜପୁର ଜିଲ୍ଲା ପ୍ରଶାସନ ଜୁନ୍ ୨୪ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭଦ୍ରକରେ ସ୍କୁଲ…
Read More...

ଅଭିଜିତ ଏସ ଧଳ ୫୮୨ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୩୧୭୭ ରାଙ୍କରେ ଉର୍ତ୍ତୀର୍ଣ୍ଣ…

ଯାଜପୁର (ବେଦପ୍ରକାଶ ନାୟକ)୧୯/୦୬  ସର୍ବ ଭାରତୀୟ ସ୍ତରରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ନୀଟ ୟୂଜି (ମେଡିକାଲ) ପ୍ରବେଶିକା ପରୀକ୍ଷାରେ ଯାଜପୁର ଜିଲ୍ଲାର ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏବଂ ପ୍ରୟାସ କ୍ଲାସେସ ଶିକ୍ଷା ଅନୁଷ୍ଠାନର ଛାତ୍ର ଅଭିଜିତ ଏସ ଧଳ  ୫୮୨ ନମ୍ବର…
Read More...

ସାବଧାନ! ଚାକିରୀ ଦେବା ନାଁରେ ପଇସା ଲୁଟୁଛନ୍ତି ଦୁଇ ଦଲାଲ

ଆପଣଙ୍କ ର ପାଠ ପଢା ସରି ଯାଇଛି । ଆଉ ଆପଣ ଚାକିରୀ ଖୋଜୁଛନ୍ତି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ମିଳିଯିବ ଚାକିରୀ । ହଁ ଆଜ୍ଞା ତାହା ପୁଣି ସରକାରୀ ଚାକିରୀ । ପୁଣି ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଅଧୀନରେ ମିଳିଯିବ ଚାକିରୀ । ସେଥିପାଇଁ ଆପଣ ବ୍ୟସ୍ତ ହେବାର ନାହିଁ. କି ଆପଣଙ୍କୁ…
Read More...

ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ

ଭୁବନେଶ୍ୱର-: ରାଜ୍ୟ ସରକାର ଡାଇରିଆ ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହ ନେଉଛନ୍ତି ଏବଂ ସ୍କୁଲଗୁଡ଼ିକ ଖୋଲିବା ପୂର୍ବରୁ ଦୁର୍ବଳ ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପରିସ୍ଥିତି ଅଣାୟତ୍ତ ହୁଏ, ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା…
Read More...

ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ପିଇଓ

ଭୁବନେଶ୍ୱର-: ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ହେଲେ ଅକ୍ରୁର ମାଝୀ । ପଞ୍ଚାୟତର କାମ ନ କରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ହଡପ କରିଥିବା…
Read More...