କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମିନିୟମ ପ୍ଲାଣ୍ଟ୍‌

ଢେଙ୍କାନାଳ-: କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମିନିୟମ ପ୍ଲାଣ୍ଟ୍‌ । ଏହାକୁ ନିର୍ମାଣ କରିବା ପାଇଁ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ପ୍ରାୟ ୪୦ ହଜାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍‌ ଶୀଘ୍ର…
Read More...

ଜମିବାଡିକୁ ନେଇ ବଚସାରୁ ବାପାକୁ ପିଟି ପିଟି ପୁଅ ନେଲା ଜୀବନ

ନୂଆପଡ଼ା-: ସାମାନ୍ୟ ବଚସାରୁ ଜଣେ ପୁଅ ନିଜ ଜନ୍ମକଲା ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି । ପୁଅର ଠେଙ୍ଗାମାଡ଼ରେ ଚାଲିଯାଇଛି ଜନ୍ମଦାତା ବାପାଙ୍କ ଜୀବନ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ମୃତକ ଜଣକ ୬୦ ବର୍ଷୀୟ…
Read More...

ମାଲିକର ଗାଡି ଚୋରି କଲା ଡ୍ରାଇଭର…

ମାଲିକର ଗାଡି ଚୋରି କଲା ଡ୍ରାଇଭର । ମାଲିକ ଜୟଦେବ ମହାପାତ୍ରଙ୍କ ଘରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜୁଲିଆ ଗାଡି ଚୋରୀ କରି ଫେରାର ମାରିଥିଲା । । ସୂଚନ ମୁତାବିକ ଗତ ୧୯ ତାରିଖ ଦିନ ସାଢେ ୧୧ ଟା ସମୟରେ ଅଭିଯୁକ୍ତ ପ୍ରଦୀପ କୁମାର କର ଓରଫ ଜୁଲିଆ କାହାକୁ କିଛି ନ ଜଣାଇ ଜୟଦେବଙ୍କ ଗାଡି…
Read More...

ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ

ଭୁବନେଶ୍ୱର-: ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ହଳ ପୋଷାକ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି

ଶ୍ରୀନଗର-: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି । ଉଭୟ ସନ୍ଦିଗ୍ଧ…
Read More...

ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା…

ଶ୍ରୀନଗର-: ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ କାଶ୍ମୀର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ଅଧିକାରୀମାନଙ୍କୁ ଭେଟି ସୁରକ୍ଷା ବ୍ୟବସ୍ଥା ଏବଂ…
Read More...

ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର-: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ।  ରଥଯାତ୍ରା ୨୦୨୫ ସମୟରେ ନିୟମିତ…
Read More...

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି

ଭୁବନେଶ୍ୱର-: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର ହୋଇଛି । ତାଙ୍କ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ…
Read More...

ପଞ୍ଚାୟତ ପାଲଟିଛି ମନରେଗା କାମରେ ଦୁର୍ନୀତିର ଗନ୍ତାଘର

ମାଲକାନଗିରି-: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ବିଭିନ୍ନ ମନରେଗା କାମକୁ ମେସିନ ଦ୍ୱାରା କରାଇ ଅର୍ଥ ହରିଲୁଟ କରୁଛନ୍ତି କିଛି ଅସାଧୁ ଅଫିସର ଓ ପଦ ପଦବିରେ ଥିବା କିଛି ବ୍ୟକ୍ତି ବିଶେଷ । ସ୍ଥାନୀୟ ଲୋକଙ୍କ ନାମରେ ମନରେଗା କୋଡ଼ ବାହାର କରି କାମକୁ ଅପରୁଭାଲ…
Read More...

ଦୁର୍ଘଟଣାର ଶୀକାର ହେଲେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ

ଭୁବନେଶ୍ୱର ବଡ଼ଗଡ଼ ଦୁର୍ଘଟଣାର ଶୀକାର ହେଲେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ । ଏକ ୱାଗନର ଗାଡି ଦ୍ରୁତ ଗତିରେ ଆସି ଦୟା ନାୟକଙ୍କ ସ୍କୁଟିକୁ ବାଡେ଼ଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଦୟାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।…
Read More...