୨୦୨୫-୨୬ ବର୍ଷରେ ରାଜ୍ୟରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ

ଭୁବନେଶ୍ୱର-: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ୨୦୨୫-୨୬ ବର୍ଷରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ନେଇ ବଜେଟ ଅନୁମୋଦନ ହୋଇଛି । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ। ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର,…
Read More...

ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଟୱେର୍ପରେ ଭାରତ ରବିବାର ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ବେଲ୍‌ଜିୟମ୍‌କୁ ୪-୩ ଗୋଲ୍‌ରେ ପରାସ୍ତ କରିବା ପରେ ଲଳିତ ନିଜର ଅବସର ଘୋଷଣା କରିଥିଲେ। ଟୋକିଓ…
Read More...

ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

ରାୟଗଡ଼ା-: ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ  ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କାବୁ କରିଥିବା…
Read More...

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧ୍ୟକ୍ଷ  ଶ୍ରୀଯୁକ୍ତ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଯୁଗ୍ମ ଅଭିଯୋଗ ଶୁଣାଣି…
Read More...

ଆଜି ବଜାରରେ ସୁନା ଦରରେ ବଡ ପରିବର୍ତ୍ତନ…

ଆଜି ଭାରତୀୟ ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ହ୍ରାସ ଘଟିଛି । ରାଜ୍ୟରେ ଆଜି ସୁନା ଦର ୨୪ କ୍ୟାରେଟ ୧୦ ଗ୍ରାମ ପିଛା ୯୯ ହଜାର ୮୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ୯୧ ହଜାର ୫୫୦ ଟଙ୍କା ରହିଛି । ସେହିପରି ୧୮ କ୍ୟାରେଟ ୧୦ ଗ୍ରାମ ସୁନାର ମୁଲ୍ୟ ରହିଛି ୭୪ ହଜାର ୯୧୦ ଟଙ୍କା ରହିଛି ।…
Read More...

ଧାନ କ୍ଷୟକ୍ଷତି ଦାବୀରେ ଓଦା ଧାନ ବସ୍ତା ସହ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଚାଷୀ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡିରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତିରେ ଧାନ ଗଜା ହୋଇଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ…
Read More...

ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଆକ୍ରମଣ କଲା ଇରାନ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ୧୨ତମ ଦିନରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଯୁଦ୍ଧବିରତି ଘୋଷଣା କରିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଲେଖିଥିଲେ ଯେ- ଯୁଦ୍ଧବିରତି ଏବେଠାରୁ କାର୍ୟ୍ୟକାରୀ ହେଉଛି। ଦୟାକରି ଏହାକୁ ଭଙ୍ଗ କରନ୍ତୁ ନାହିଁ। ଟ୍ରମ୍ପ ଆଜି ଭୋର ୩:୩୦…
Read More...

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି

ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ ଓ ସେମାନଙ୍କ…
Read More...

ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ

ଯାଜପୁର-: ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ ।  ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ ଧରିବାରେ ବିଫଳ ହୋଇଛି । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ…
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି

ନୂଆଦିଲ୍ଲୀ-: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୩ ଉଇକେଟ ବିନିମୟରେ ୧୪୭ ରନ ସଂଗ୍ରହ କରିଛି । ଫଳରେ ପ୍ରଥମ ଇନିଂସର ୬ ରନକୁ ମିଶାଇ ପ୍ରଥମ ସେସନ ସୁଦ୍ଧା ୧୫୩ ରନରେ ଆଗୁଆ ରହିଛି…
Read More...