ସୁବର୍ଣ୍ଣପୁର ସହରର ସାମୁହିକ ଉନ୍ନତି ସକାଶେ ମାନ୍ୟବର ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଘଙ୍କୁ ସାତଦଫା ସମ୍ବଳିତ…

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ସହରର ସାମୁହିକ ଉନ୍ନତି ସକାଶେ ସହର ବାସୀଙ୍କ ତରଫରୁ ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସର୍କିଟ ହାଉସ୍ ଠାରେ ମାନ୍ୟବର ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଘଙ୍କୁ ସାକ୍ଷାତ କରି ଏକ ସାତଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ସହି ସତ ଦଫା…
Read More...

ରାଜ୍ୟପାଳଙ୍କୁ ଓଡିଶା ଭିଜନ- ୨୦୩୬ ଓ ୨୦୪୭ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ…

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ  କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି କହିଥିଲେ ଯେ,…
Read More...

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ । ୨୦୨୫ ଜିମ୍ନାଷ୍ଟିକ୍ସ ଏସୀୟ ଚାମ୍ପିଅନସିପରେ ସିନିୟର ମହିଳା ଭଲ୍ଟରେ କାଂସ୍ୟ  ଜିତିଥିବାରୁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଏବଂ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ୭୫,୦୦୦ ଟଙ୍କା…
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ରେ ସୁଲଭ ରେଳ ସେବା ପ୍ରଦାନ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ‘ECoR Yatra…

ଭୁବନେଶ୍ୱର-: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ରେ ଯୋଗଦାନ କରୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପ୍ରକୃତ-ସମୟ, ନିର୍ଭରଯୋଗ୍ୟ ଏବଂ ସୁଲଭ ରେଳ ସେବା ପ୍ରଦାନ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ 'ECoR Yatra ' ନାମକ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ଲଞ୍ଚ କରିଛି। ଏହି ମୋବାଇଲ୍…
Read More...

ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ୍ ଏବଂ ଭିଡିଓ ଅପଲୋଡ୍ କରୁଛନ୍ତି । କିନ୍ତୁ ଏହା କରି ସେହି ଲୋକମାନେ ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷ ଏହି ଅଜବ ଟ୍ରେଣ୍ଡ…
Read More...

ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି

ବାଂଲାଦେଶ-: ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଲିଟନ ଦାସଙ୍କ ସମେତ ମହମ୍ମଦ ନଇମ୍‌, ସମିମ ହୋସେନ, ତନଭୀର  ଇସଲାମ୍‌ ଓ ହାସାନ ମାହମୁଦ ଦଳକୁ ପ୍ରତ୍ୟାବର୍ତ୍ତନ  କରିଛନ୍ତି । ଅନ୍ୟ ପଟରେ ଆହତ ଥିବା ଅଭିଜ୍ଞ…
Read More...

ଜୁଲାଇ ୧ରୁ ଭାରତୀୟ ରେଳବାଇ ନୂତନ ଭଡ଼ା ଶୁଳ୍କ ଲାଗୁ…

ରେଳ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଭାରତୀୟ ରେଳବାଇ ୧ ଜୁଲାଇ, ୨୦୨୫ ରୁ ଏକ ନୂତନ ଭଡ଼ା ଶୁଳ୍କ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନ ସାଧାରଣ ଯାତ୍ରୀଙ୍କ ଲୋକଙ୍କ ପକେଟକୁ ମଧ୍ୟ ହଜାଇ ଦେବ। ତଥାପି, ଏହା ଆଶ୍ୱସ୍ତିର ବିଷୟ ଯେ କିଛି ବର୍ଗରେ କୌଣସି ବୃଦ୍ଧି…
Read More...

ପୂର୍ବ ଶତ୍ରୁତାକୁ ନେଇ ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

ବାରିପଦା-: ଗୋଷ୍ଠୀ ସଂଘର୍ଷକୁ ନେଇ ଗୁଳିମାଡ଼ ଓ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର । ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ପୂର୍ବ…
Read More...

ପରୀକ୍ଷାରେ କର୍ମ ମାର୍କ ରଖିଲେ ବୋଲି ଝିଅକୁ ମାରିଦେଲେ ବାପା

ପରୀକ୍ଷାରେ କର୍ମ ମାର୍କ ରଖିଲେ ବୋଲି ଝିଅକୁ ମାରିଦେଲେ ବାପା । ୧୭ ବର୍ଷୀଆ ଝିଅ ନିଟ୍ ମକ ଟେଷ୍ଟରେ କମ ନମ୍ବର ରଖିବାରୁ ରାଗିଯାଇ ନିଜ ଜନ୍ମକଲା ଝିଅକୁ ପିଟି ପିଟି ମାରିଦେଲେ । ଏହି ଘଟଣାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ ବର୍ଷୀୟ ପ୍ରିନ୍ସିପାଲ ଥିବା ଅଭି‌ଯୁକ୍ତ ଧୋଣ୍ଡିରାମ ଭଗବାନ…
Read More...

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସ୍ପଷ୍ଟ ଦିବାଲୋକରେ ଲୁଟ

ବାରିପଦା-: ରାଜ୍ୟରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ବାରିପଦାରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୋଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ସ୍ପଷ୍ଟ ଦିବାଲୋକରେ ହୋଇଛି ବ୍ୟାଙ୍କ…
Read More...