ସମସ୍ତ ଶିକ୍ଷାନୁଷ୍ଠାନ ହେବ ନିଶାମୁକ୍ତ : ନିଶାମୁକ୍ତ କ୍ୟାମ୍ପସ କଡ଼ାକଡ଼ି କରିବାକୁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର : ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ କରାଯିବ ନିଶାମୁକ୍ତ। ଛାତ୍ର ଛାତ୍ରୀଙ୍କ ପରେ ଅଧ୍ୟାପକ, ଶିକ୍ଷକ ବି ନିଶା ଗ୍ରହଣ କରୁନାହାନ୍ତି ବୋଲି ଅଣ୍ଡରଟେକିଂ ଦାଖଲ କରିବେ। ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ କି କୌଣସି ପ୍ରକାର ମାଦକ ଦ୍ରବ୍ୟ ଆଣିପାରିବେ ନାହିଁ ।…
Read More...

ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ; ଏମିତି କରନ୍ତୁ ପିଣ୍ଡଦାନ !

ବ୍ୟୁରୋ: ଆଜି ହେଉଛି ଭାଦ୍ରବ ମାସ ପୂର୍ଣ୍ଣିମା । ଏହି ଦିନ ଠାରୁ ଆରମ୍ଭ ହେଉଛି ପିତୃପକ୍ଷ । ଅଶ୍ଵିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଅପରପକ୍ଷ ପାଳନ ହୋଇଥାଏ । ଏହି ୧୫ ଦିନ ମଧ୍ୟରେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରୟାସ କରାଯାଇଥାଏ । ଆଦ୍ୟ କାଳରୁ ବିଶ୍ୱାସ ରହିଛିଯେ ଏହି ସମୟରେ…
Read More...

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଘରୋଇ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ; ଆଶୁ ଆରୋଗ୍ୟ କାମନା କଲେ

ଭୁବନେଶ୍ୱର;ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ…
Read More...

ସୁଭଦ୍ରା ଯୋଜନାର ଲୋକାର୍ପଣ : ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକରେ ଅନୁଷ୍ଠିତ ହେଲା ବିଶେଷ ସମାବେଶ

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଜନତା ମଇଦାନରେ ଶୁଭ ଲୋକାର୍ପଣ କରିଛନ୍ତି । କାର୍ଯ୍ୟକ୍ରମର ସିଧା ପ୍ରସାରଣ…
Read More...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କୁ ମାଡ଼  ଘଟଣା; ୫ ପୋଲିସ ଅଫିସର ନିଲମ୍ଵିତ

ଭରତପୁର; ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କୁ ମାଡ଼  ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ…
Read More...

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,୧୭/୯/୨୪:(ଆଶିଷ ବାଇନ );-ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ତଥା ବ୍ଳକ ସ୍ତରୀୟ ମେଗା ସୁଭଦ୍ରା ଯୋଜନାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…
Read More...

ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି

ରାଇରଙ୍ଗପୁର(ସତ୍ୟନାରାୟଣ ପଲ୍) : ଓଡ଼ିଶାର ପ୍ରତ୍ୟେକଟି ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଘରେ ଘରେ ଆଦୃତ ଓ ଲୋକପ୍ରିୟ ସୁଭଦ୍ରା ଯୋଜନା ଆଜି ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବ ରେ ମାନ୍ୟବର…
Read More...

ସେନା ପୋଲିସ କଳି ଘଟଣା ଘଟଣାର ତଦନ୍ତ ପାଇଁ ପହଁଚିଲା କ୍ରାଇମବ୍ରାଞ୍ଚର ଟିମ

ବ୍ୟୁରୋ : ରାଜଧାନୀରେ ସେନା ପୋଲିସ କଳି ଘଟଣା । ଘଟଣାର ତଦନ୍ତ ପାଇଁ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ । ତଦନ୍ତ ନିମନ୍ତେ ପହଁଚିଲେ କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ । ପ୍ରକାଶ ଥାଉ କି, ଗତ ଶନିବାର ରାତିରେ ଭରତପୁର ଥାନା ରେ ଘଟିଥିଲା ଘଟଣା । ରାତି ପ୍ରାୟ 2:30ମିନିଟ ରେ ଥାନାକୁ…
Read More...

ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ କୃତିତ୍ୱ ପ୍ରଦର୍ଶନ କରିବେ ବସ୍ତାର ତିନି ଛାତ୍ର

ବସ୍ତା (ଅଜିତ ସାହୁ) : ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ କୃତିତ୍ୱ ପ୍ରଦର୍ଶନ କରିବେ ବସ୍ତା ବ୍ଲକର ତିନି ଛାତ୍ର। ସେମାନେ ହେଲେ ବସ୍ତା ବ୍ଲକ ରାଧାନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ କଳାର ଛାତ୍ର ସୁରେଶ କୁମାର  ହାଁସଦା ଏବଂ ବସ୍ତା ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟର ଦଶମ…
Read More...

ମୋଦିଙ୍କ ଗସ୍ତ ପାଇଁ କଡା ଟ୍ରାଫିକ ନିୟମ : ସକାଳ ୭:୩୦ମିନିଟରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଟ୍ରାଫିକ କଟକଣା। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଜାରି ରହିବ। ଏନେଇ କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ…
Read More...