ଗାଡିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ମିସ୍ତ୍ରୀଙ୍କର ମୃତ୍ୟୁ.ଦୁଇ ଗୁରୁତର

ଖୋର୍ଦ୍ଧା ; ଖୋର୍ଦ୍ଧା ତୋଟାପଡା ଛକରେ ଅଘଟଣ । ଗାଡିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି ।ପ୍ରେସର ଟାଙ୍କି ଫାଟି ଟାୟାର ମିସ୍ତ୍ରୀଙ୍କର ମୃତ୍ୟୁ । ଶରୀରର ୭୫ ଭାଗ ନଷ୍ଟ ହୋଇଯାଇଥିଲା ।ଖଣ୍ଡ ବିଖଣ୍ଡିତ ଶରୀର ଇତସ୍ତତଃ ଭାବେ ପଡିଛି ରାସ୍ତାରେ ।ଘଟଣାରେ ଜଣଙ୍କ ମୃତ୍ୟୁ…
Read More...

ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା ; ଏନପିସିଆଇ କ୍ଳିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ…

ଭୁବନେଶ୍ୱର: କାଲି ୧୨ଟା ପୂର୍ବରୁ ସୁଭଦ୍ରା ଟଙ୍କା । ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା ।ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ।ଏନପିସିଆଇ…
Read More...

୧୩ଟି ଥାନାରେ ସିସିଟିଭି ନାହିଁ କହିଲେ ଏଡିଜି ଦୟାଲ ଗଙ୍ଗୱାର୍

ଭୁବନେଶ୍ୱର;୧୩ଟି ଥାନାରେ ନାହିଁ ସିସିଟିଭି ।୧୩ଟି ଥାନାରେ ସିସିଟିଭି ନାହିଁ କହିଲେ ଏଡିଜି ଦୟାଲ ଗଙ୍ଗୱାର୍ । ହାଇକୋର୍ଟ ଭରତପୁର ଥାନା ମାମଲାରେ ଶୁଣାଣି ବେଳେ କହିଲେ ଏଡିଜି । ବ୍ୟକ୍ତିଗତ ଭାବରେ ହାଜର ହୋଇ ଉତ୍ତର ରଖିଲେ ଏଡିଜି ଦୟାଲ ଗଙ୍ଗୱାର୍ । ୧୫ ଦିନରେ ୧୩ଟି ଥାନାରେ ସିସିଟିଭି…
Read More...

କୌଣସି ପ୍ରକାରର ଭୁଲ୍ ସୂଚନା ପ୍ରଚାର କରନ୍ତୁ ନାହିଁ; ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି; ରତନ ଟାଟା

ରିପୋର୍ଟର୍ସ ଟୁଡେ; ଗୁଜବ ପ୍ରଚାରକୁ ସତ ମାନନ୍ତୁ ନାହିଁ । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଅସୁସ୍ଥ ପ୍ରଚାର ସବୁ ଗୁଜବ । ଏଭଳି କହିଛନ୍ତି ରତନ ଟାଟା । ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଗୁଜବ ପ୍ରଚାର ହେଉଛି। କିନ୍ତୁ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ଦାବି…
Read More...

ଚୀନର ସ୍ପାଏ ବେଲୁନକୁ ନଷ୍ଟ କଲା ଭାରତ

ରିପୋର୍ଟର୍ସ ଟୁଡେ; ଭାରତ ଆକାଶରେ ଚୀନର ବେଲୁନ । ଆକାଶରେ ବେଲୁନ ଦେଖିବା ପରେ ଏହାକୁ ନଷ୍ଟ କରିଛି ଭାରତ । ଚୀନର ସ୍ପାଏ ବେଲୁନ ଭାରତକୁ ଗୁଇନ୍ଦା ପାଇଁ ଆସିଥିଲା । ଯାହାକୁ ନଷ୍ଟ କରାଯାଇଛି । ଖବର ଅନୁଯାୟୀ, ଭାରତର ବାୟୁସେନା ଇଷ୍ଟର୍ଣ୍ଣ ଫ୍ରଣ୍ଟ ନିକଟରେ ପ୍ରାୟ ୫୫ ହଜାର ଉଚ୍ଚ ଆକାଶର ଏକ…
Read More...

ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା;ଅଶୋକ ଦାସ , କଂଗ୍ରେସ ବିଧାୟକ

ଭୁବନେଶ୍ୱର;ଏସବୁ ଅଭିଯୋଗ କପୋଳ କଳ୍ପିତ। ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା। ସତକୁ ସାମ୍ନା କରି ପାରୁନାହାନ୍ତି ବିଜେପିକୁ ନେତା। ସରକାର ନିଜକୁ ଶିଶୁ ବୋଲି କହୁଛନ୍ତି, ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏଭଳି ମିଛ କଥା କହୁଛନ୍ତି। ବିଜେଡି - ବିଜେପି ପୂର୍ବରୁ ମିଶିକି…
Read More...

ଭାରତ ବର୍ଷରେ ଆଉ ବିଜେପି ନୁହେଁ

ଭୁବନେଶ୍ୱର;୨୦୨୪ ସାଧାରଣ ନିର୍ବାଚନର ଚାରିମାସ ପରେ ହରିୟଣା ଓ ଜମ୍ମୁରେ ନିର୍ବାଚନ ହେଇଛି । ଯେଉଁ ସଂସ୍ଥା ଗୁଡ଼ିକ ସର୍ଭେ କରିଛନ୍ତି ତାଙ୍କ ଆକଳନ କହୁଛି କି ବିଜେପି ଜମ୍ମୁ ଓ ହରିୟାଣାରେ ପରାଜୟ ହେବ। ବିଜେପି ଯେଉଁ ଭଳି ଡିଣ୍ଡିମ ପିଟିଲା ସତେ ଯେମିତି ବହୁମତ ମିଳିଲା। ନିର୍ବାଚନ ଫଳାଫଳ…
Read More...

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା

ଭୁବନେଶ୍ୱର;ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ । ଇଣ୍ଟରନାଲ ଓ ମେନ ପରୀକ୍ଷା । ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ, ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ…
Read More...

ପୁଣି ପୋଲିସ ଖାକିରେ ଲାଗିଲା ଦାଗ; ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ

କଟକ; ପୁଣି ପୋଲିସ ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଛନ୍ତି କଟକ ଡିସିପି । କଟକ ସଦର ଥାନାର ଓ.ଏ.ପି.ଫ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ ୨୨…
Read More...

ବିବାଦ ପରେ ଦିନକୁ ବିକ୍ରି ହେଉଛି ସାଢେ ୩ଲକ୍ଷରୁ ଅଧିକ ତିରୁପତି ଲଡୁ….

ବ୍ୟୁରୋ : ବିବାଦ ପରେ ବି ଜୋରସୋର ବିକ୍ରି ହେଉଛି ତିରୁପତି ମନ୍ଦିରର ଲଡୁ । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ମାତ୍ର ୪ ଦିନ ମଧ୍ୟରେ ବିକ୍ରି ହୋଇଛି ୧୪ଲକ୍ଷରୁ ଅଧିକ ଲଡୁ। ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ୩.୫୯ ଲକ୍ଷ ଲଡୁ ବିକ୍ରି ହୋଇଥିବା ବେଳେ ୨୦ ତାରିଖରେ ୩.୧୭…
Read More...