ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:- ସୁଭଦ୍ରା ପୋର୍ଟାଲ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା…
Read More...

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି

ରାଜନଗର:- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଜାତୀୟ ଉଦ୍ୟାନ ଏକ ନୂତନ ରୂପ ସହିତ ଖୋଲିବ। ଲୁଣିଆ ପରିବେଶରେ ବଢ଼ିଥିବା ଗଛଗୁଡ଼ିକୁ ନେଇ ଏକ ମାଙ୍ଗ୍ରୋଭ୍ ନର୍ସରୀ ରୋପଣ କରାଯାଇଛି।…
Read More...

ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି କଦଳୀ ଗଛ ଲଗାଇ ଦେଇଥିଲା ଅଭିଯୁକ୍ତ

ବାରିପଦା-: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ…
Read More...

୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନା ଜବତ

ଭୁବନେଶ୍ୱର:- ଭୁବନେଶ୍ୱରରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି। ବ୍ୟାଙ୍କକରୁ ଭୁବନେଶ୍ୱର…
Read More...

ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ:- ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି​‌ରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ସିଂହବାହିନୀ ଯାତ୍ରା ମଞ୍ଚରେ ବିବାଦୀୟ ଅଭିନେତା ପୀୟୂଷ ତ୍ରିପାଠୀ

ବସ୍ତା : ବିବାଦୀୟ ଯଲିଉଡ ଖଳ ନାୟକ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଉପୁଜି ଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚଳିତ ଯାତ୍ରା ଋତୁ ଆରମ୍ଭରେ ବାଲିଆପାଳର ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହବାହିନୀ ବାଲେଶ୍ଵର ଜିଲ୍ଲା ବସ୍ତାରେ ତାର ପେଣ୍ଡାଲ ଶୁଭାରମ୍ଭ କରିଛି। ସୋମବାର…
Read More...

ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

ଭୁବନେଶ୍ୱର:- ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି…
Read More...

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ

ପୁରୀ:- ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଯୁବକ…
Read More...

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ: ରବିବାର ସନ୍ଧ୍ୟାରେ ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହେବା ଘଟଣା ଏକ ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣା। ଗୁଣ୍ଡଲା ରାକେଶ ନାମକ ମୃତକ ଖେଳ ମଝିରେ ଅଚେତ ହୋଇ ପଡିଗଲେ ଏବଂ ନିକଟସ୍ଥ ହସ୍ପିଟାଲରେ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର  ଜିଲ୍ଲାପାଳ ଭାବେ ଡ. ନୃପରାଜ ସାହୁ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…
Read More...