ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସହାୟତା କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର: ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଅଭିଯାନ କ୍ରମରେ ଭୋଟର ମାନଙ୍କ ପାଇଁ ଏକ ଭୋଟର ସହାୟତା କେନ୍ଦ୍ରକୁ ଜିଲ୍ଲକ୍ଷପାଳ ଶ୍ରୀଯୁକ୍ତ ହେମକାନ୍ତ ସଏ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ଉକ୍ତ…
Read More...

ଆକ୍ସନ ମୋଡରେ କଂଗ୍ରେସ;ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୨ ବିଦ୍ରୋହୀ ନେତାଙ୍କୁ ବିଦା

ମହାରାଷ୍ଟ୍ର; ଆକ୍ସନ ମୋଡରେ କଂଗ୍ରେସ । ନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଇଛି କଂଗ୍ରେସ । ବିଦ୍ରୋହୀ ନେତାଙ୍କ ବିରୋଧରେ ନେଇଛି କାର୍ଯାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି ଦଳ । ୬ ବର୍ଷ ପାଇଁ ଏହି ୨୨ ନେତାଙ୍କୁ ନିଲମ୍ବିତ କରାଯାଇଛି ।…
Read More...

ରାଇରଙ୍ଗପୁର ଠାରେ ୮୨ଟି ଅଭିଯୋଗର ହେଲା ଶୁଣାଣୀ

ରାଇରଙ୍ଗପୁର: ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁରର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା…
Read More...

ଫଳ ଗାଡ଼ି ଧକ୍କାରେ ସ୍ଵାମୀ ଗୁରୁତର ସ୍ତ୍ରୀ ମୃତ

ଦେବଗଡ(ସୁଦାମ ବେହେରା);-ଫଳ ଗାଡ଼ି ଧକା ରେ ସ୍ଵାମୀ ଗୁରୁତର ସ୍ତ୍ରୀ ମୃତ। ଆଜି ଦିନ ପ୍ରାୟ ୨ ଘଟିକା ବେଳକୁ ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଛକ ଠାରେ  ଦେବଗଡ଼ ପଟୁ ଏକ  ଫଳ ବୋଝାଇ ଟ୍ରକ୍ ଗାଡ଼ି ନମ୍ବର, wb ୨୩D 1624 ଗାଡ଼ିଟି କଲିକତା ଅଭିମୁଖେ ଯାଇଥବା ସମୟରେ କଲା ଛକ ଠାରେ ହଠାତ ଏକ…
Read More...

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା

ଭୁବନେଶ୍ୱର; ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣେଯାଗ୍ୟ ନୁହେଁ ବୋଲି ଦର୍ଶାଇ କରାଯାଇଛି ପଦଚ୍ୟୁତ । କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋକଜ୍ ମଗାଯାଇଥିଲା । ୧୮ ଦିନ ପୁର୍ବରୁ ତାଙ୍କୁ ଗାଦିଚ୍ୟୁତ କରାଯାଇଥିବା ନେଇ ସୂଚନା ରହିଥିଲା ,…
Read More...

ପାଗଳ ଷଣ୍ଢର ଉତ୍ପାତ, ଜଣଙ୍କୁ ମାରି ୬ଜଣଙ୍କୁ କଲା ଲହୁଲୁହାଣ

ବିଡାନାସୀ ଭୁଆସୁଣୀ ପଠାରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ବିଡାନାସୀ ର ୬୦ ବର୍ଷିୟା ଅକ୍ଷୟ ବେହେରା । ସୂଚନା ମୁତାବକ ଭୁଆସୁଣୀ ପଠାକୁ ପ୍ରତିଦିନ ସ୍ଥାନୀୟ ବାସିନ୍ଦା ମାନେ ଶୌଚ ହେବାକୁ ଆସିଥାନ୍ତି । ସେହିପରି ଗତକାଲି କିଛି ଲୋକ ସେଠାକୁ ଶୌଚ କରିବାକୁ…
Read More...

ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା

ଭୁବନେଶ୍ୱର; ଶପଥ ନେଲେ ନୂଆ CJI । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ଜଷ୍ଟିସ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦୌପ୍ରଦୌ ମୁର୍ମୁ ତାଙ୍କୁ ପଦ ଗୋପୀନୟତାର ଶପଥପାଠ କରାଇଛନ୍ତି । ସୂଚନା ମୁତାବକ,…
Read More...

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କାହିଁକି କହିଲେ ଏପରି?

ରାଜସ୍ଥାନର ଜୟପୁରରେ ୯ ଦିନିଆ ରାମକଥା କାର୍ୟ୍ୟକ୍ରମ କରୁଥିବା ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ମହାରାଜ କୃଷ୍ଣଙ୍କ ଜନ୍ମସ୍ଥାନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ଯେପର୍ୟ୍ୟନ୍ତ ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନର ନିଷ୍ପତ୍ତି ନ ନିଆଯାଏ, ସେ ପର୍ୟ୍ୟନ୍ତ ସେ କୈାଣସି…
Read More...

ଆଜି ଡିଏ ଚନ୍ଦ୍ରଚୁଡଙ୍କ ଥିଲା ଶେଷ କାର୍ଯ୍ୟ ଦିବସ

ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ନେବେ ସି ଜେ ଆଇ ଚନ୍ଦ୍ରଚୁଡ । ତେବେ ଆଜି ଅର୍ଥାତ ଶୁକ୍ରବାର ତାଙ୍କର ଶେଷ କାର୍ୟ୍ୟ ଦିବସ ଥିଲା । ତାଙ୍କ ବିଦାୟ ପାଇଁ ଏକ ଆନୁଷ୍ଠାନିକ ବେଞ୍ଚ ବସିଥିଲା । ଏହା ଲାଇଭ୍ ଷ୍ଟ୍ରିମିଡ୍ ହୋଇଥିଲା ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଏଶସଜି ଏନ…
Read More...

ଧାରା ୩୭୦ ପ୍ରତ୍ୟାହାର ବିରୋଧରେ ଗର୍ଜିଲେ ମୋଦୀ

ମହାରାଷ୍ଟ୍ର ଧୁଲେରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁକାଶ୍ମୀରରେ କଂଗ୍ରେସର ମିଳିତ ସରକାର ଏବଂ ଜାତୀୟ ସମ୍ମିଳନୀ ଉପରେ କଡା ଆକ୍ରମଣ କରିଥିଲେ । ମୋଦୀ କହିଛନ୍ତି ଯେ କାଶ୍ମୀରକୁ କଂଗ୍ରେସ ପୁଣିଥରେ ଭାଙ୍ଗିବା ପାଇଁ ଷଡଯନ୍ତ୍ରୀ କରୁଛି । ଏହି ଦୁଇ ଦଳ ଜାମ୍ମୁକାଶ୍ମୀରରେ ଧାରା ୩୭୦ ଫେରାଇ…
Read More...