ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା
ଭୁବନେଶ୍ୱର; ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା । ପୁଣି ମନୋଜ ବିବାଦ ଘେରକୁ ଟାଣି ହୋଇଛନ୍ତି । ସୋସିଆଲ ମିଡିଆରେ ନୂଆ ନୂଆ ଫିଲ୍ମ ଆସିଲେ ଅରୁଚିକର ମନ୍ତବ୍ୟ ଦେଉଥିବାରୁ ତାଙ୍କ ନାଁରେ ଏତଲା ଦିଆଯାଇଛି । ମନୋଜ ମିଶ୍ର ସବୁବେଳେ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ସବୁବେଳେ ରୁହନ୍ତି ।…
Read More...
Read More...