ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଆଦିବାସୀ ବିସ୍ଥାପିତ ହେବେ…

ଆଜି ବିଜେଡି ପକ୍ଷରୁ ଓଡ଼ିଶାର ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଆଦିବାସୀ ବିସ୍ଥାପିତ ହେବେ | ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି |ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ | ହେଲେ ଏ ଯାଏଁ ଆଲୋଚନା କଲେନି | ମୂଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ…
Read More...

ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ କେନ୍ଦ୍ରୀୟ ଏବଂ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ…

ରାଜ୍ୟରେ 15ଟି ବୃହତ ଏବଂ 56ଟି ମଧ୍ୟମ 31ଟି ବୃହତ ଓ ମଧ୍ୟମ, 4002ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସେଚ ସମର୍ଥ ହୋଇଛି । ଏହାସହ ରାଜ୍ୟରେ 31ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, 27ଟି ବ୍ୟାରେଜ୍ ପ୍ରକଳ୍ପ, 72ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଏବଂ 79ଟି କ୍ଷୁଦ୍ର…
Read More...

ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି ପାକିସ୍ତାନ୍

ପାକିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପରେ ନିଆଁ ଲଗାଇଲେ ଆତଙ୍କବାଦୀ । ଅପହରଣ ପାଇଁ ବେଲୁଚି ଲିବରେସନ ଆର୍ମି ନିଜକୁ ଦାୟୀ କରିଥିବା ବେଳେ ପାକ୍ ଟ୍ରେନ୍ ହାଇଜାକକୁ ନେଇ ଭାରତ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ପାକିସ୍ତାନ । ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି…
Read More...

ଏପ୍ରିଲ ପହିଲାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା..

ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ । ଆଜି…
Read More...

ସହି ପାରିଲେନି ବିରାଟଙ୍କ ଆଉଟ୍, ମ୍ୟାଚ ଦେଖୁଥିବା ବେଳେ ଚାଲିଗଲା ଜୀବନ…

ହାରିଗଲେ ବିରାଟ, ମରିଗଲେ ନାବଳିକା । ସହି ପାରିଲେନି ବିରାଟଙ୍କ ଆଉଟ୍ । ମ୍ୟାଚ ଦେଖୁଥିବା ବେଳେ ଚାଲିଗଲା ଜୀବନ । ଏପରି ଦୁଖଃଦ ଘଟଣା ଘଟିଛି ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ । ସୂଚନା ମୁତାବିକ ଚାମ୍ପିୟନ ଟ୍ରଫି ୨୦୨୫ ର ଫାଇନାଲ୍ ଗତ ରବିବାର, ୯ ମାର୍ଚ୍ଚରେ ଖେଳାଯାଇଥିଲା । ଯେଉଁଥିରେ…
Read More...

ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ଦୋସନ…

ରାଇରଙ୍ଗପୁର-(ସତ୍ୟନାରାୟଣ ପାଲ) ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ୟ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୋଇଯାଇଥିଲେ ତାରଣା ବାହା ଦୋସନରେ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ଦୋସନ ।…
Read More...

୧୨ ଘଣ୍ଟା ଜେରା ପରେ ମୁହଁ ଖୋଲିଲେ ଭୂପେଶ ବଘେଲ…

ଦୀର୍ଘ ୧୨ ଘଣ୍ଟା ଜେରା ପରେ ଶେଷରେ ମୁହଁ ଖୋଲିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସିଧାସଳଖ ବିଜେପି ଉପରେ ଆଣିଲେ ଆରୋପ । ମାନସିକ ସ୍ତରରେ ତାଙ୍କୁ ଦୁର୍ବଳ କରିବାକୁ ଭୁପେଶଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ କହିଛନ୍ତି । ଏହାସହ ୨୦୨୦ ଝାଡଖଣ୍ଡ ନିର୍ବାଚନ…
Read More...

ନିଷ୍ପତ୍ତି ଅମାନ୍ୟ କରିଲେ ହେବ ଦୃଢ଼ କାର୍ୟ୍ୟାନୁଷ୍ଠାନ…

(ଅଜିତ ସାହୁ /ବସ୍ତା) ଉତ୍ତର ବାଲେଶ୍ଵର ମୟୂରଭଞ୍ଜ ଯାତ୍ରା ମାଲିକ ମହସଂଘ୍ ପକ୍ଷରୁ ରାଜାଘାଟ ବାରୁଣୀ ପଡିଆ ଠାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘର ଉପସଭାପତି ଲକ୍ଷ୍ମଧର ରାଉଳ ବୈଠକ ଆହ୍ଵାନ କରିଥିବା ବେଳେ, ସଭାପତି ହେମେନ୍ଦ୍ର ବାରିକ ସଭାପତିତ୍ବ କରିଥିଲେ। ଏହି…
Read More...

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ…

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଟ୍ରେନ ଅପହରଣ ସହ ୬ ସେନା ଅଧିକାରୀଙ୍କୁ ହତ୍ୟା ସୂଚନା । ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପରେ ନିଆଁ ଲଗାଇଲେ ଆତଙ୍କବାଦୀ । ଟ୍ରେନରେ ଥିବା ୪୦୦ ଯାତ୍ରୀ ପଣବନ୍ଦୀ ଥିବା ସୂଚନା । ୪ ଶହ ଯାତ୍ରୀଙ୍କ ମଧ୍ୟରେ ୧୦୦ ସେନା ଅଧିକାରୀ ରହିଥିବା ସୂଚନା…
Read More...

ସୋସିଆଲ ମିଡିଆରେ ଭାଇରାଲ ହେଲା ହନିମୁନ ଫଟୋ…

ଅଭିନେତା ପ୍ରତୀକ ବବର ତାଙ୍କ ହନିମୁନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ସେମାନେ ବର୍ତ୍ତମାନ ଗୋଆରେ ସେମାନଙ୍କର ହନିମୁନ କରୁଛନ୍ତି। ଅଭିନେତା ବବର…
Read More...