ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ

ବ୍ୟୁରୋ-: ରାମନବମୀଙ୍କୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିହୋଇ ଆସିଛନ୍ତି। ଆଜି ସକାଳୁ ଚଳଚଞ୍ଚଳ ହୋଇପଡ଼ିଛି ମଠ ଓ ମନ୍ଦିର । ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଏଣୁ ଆଜି ଓଡ଼ିଶାର ସମସ୍ତ…
Read More...

ପଦ୍ମଶ୍ରୀ ହଳଧର ନାଗଙ୍କୁ କୋଳେଇ ନେଲେ ଧର୍ମେନ୍ଦ୍ର ପ୍ରଧାନ…

ପଦ୍ମଶ୍ରୀ ହଳଧର ନାଗଙ୍କୁ କୋଳେଇ ନେଲେ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ବିଶିଷ୍ଟ ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସହ ସାକ୍ଷାୟ ହେଲା । ତାଙ୍କ ସମ୍ବଳିତ "ହଳଧର ନାଗ…
Read More...

ଦୁଷ୍କର୍ମ କରିବା ସହିତ ଭିଡିଓ ଦେଖାଇ କରୁଥିଲା ବ୍ଲାକମେଲ୍

ବ୍ୟୁରୋ-: ବନ୍ଧୁତାରେ ଲଗାଇଲା କଳଙ୍କ | ବନ୍ଧୁତାର ଆଢୁଆଳରେ ଖରାପ ସମ୍ପର୍କ ରଖିଲା ଆଉ ବ୍ଲାକମେଲ କଲା | ଉପାୟ ଶୂନ୍ୟ ହୋଇ ପୀଡିତ ଥାନାରେ ଅଭିଯୋଗ କଲା |  ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ସୂଚନାଯୋଗ୍ୟଯେ, ଗତ…
Read More...

ସ୍ତ୍ରୀ ନିର୍ଯାତନା ସହି ନ ପାରି ଟ୍ରେନ୍‌‌ ଆଗକୁ ଡେଇଁଲା ସ୍ୱାମୀ

ବ୍ୟୁରୋ-: ସ୍ତ୍ରୀର ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି । ଆଜି ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଳିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…
Read More...

ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଦ୍ବାରା ଆଦିବାସୀ ଭାଇ ଓ ଭଉଣୀଙ୍କ ବିକାଶକୁ ରୋକି ପାରିବେ ନାହିଁ

ବ୍ୟୁରୋ-: ଛତିଶଗଡ଼ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକ୍ସଲ ସଂଗଠନକୁ ଅପିଲ୍ । ଅମିତ ଶାହା ଦନ୍ତେୱାଡ଼ାର ମା' ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରି 'ବସ୍ତର ପଣ୍ଡୁମ୍' କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ, ଆଜି ଚୈତ୍ର ନବରାତ୍ରୀର…
Read More...

ରାମନବମୀ ଅବସରରେ ଲୋକାର୍ପଣ ହେବ ନବ ନିର୍ମିତ ପମ୍ବନ ରେଳ ସେତୁ

ବ୍ୟୁରୋ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ତାରିଖ ରାମନବମୀ ଅବସରରେ ତାମିଲନାଡୁରେ ନବନିର୍ମିତ ପମ୍ବନ ରେଳ ସେତୁର ଲୋକାର୍ପଣ କରିବେ । ଏହା ଭାରତର ପ୍ରଥମ ଭୂଲମ୍ ଲିଫ୍ଟ ସମୁଦ୍ର ସେତୁ ଭାବେ ୫୫୦ କୋଟି ଟଙ୍କାର ନିର୍ମାଣ କରାଯାଇଛି । ଏହି ସେତୁରେ ରେଳମାର୍ଗ ସହ ଜାହାଜ ଚଳାଚଳ ବ୍ୟବସ୍ଥା…
Read More...

ଆୟୁଷ୍ମାନ ଭାରତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ…

ଆୟୁଷ୍ମାନ ଭାରତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେଏ.ୱାଇ-ଜି.ଜେଏ.ୱାଇ) । ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା (ଏ.ଭି.ଭି.ୱାଇ)।  ପୂର୍ବରୁ ପ୍ରତି…
Read More...

ନାଁ ନନେଇ ଦେବାଶିଷ କହିଲେ ସସ୍ମିତ ନିଷ୍ପତ୍ତି ବଦଳାଇବା ପଛରେ, ମୁଖ୍ୟ ପରାମର୍ଶଦାତା ଅଛନ୍ତି

ବ୍ୟୁରୋ-: ୱାକଫ୍‌ ବିଲ୍‌ ଗୃହୀତ ହେଲା ପରେ ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିସ୍ଫୋରକ ବୟାନବାଜି । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା…
Read More...

ସାମରିିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଶନିବାର ସ୍ନାଇପର ରାଇଫଲ ପରୀକ୍ଷଣ କରିଛନ୍ତି । ହାତରେ ବନ୍ଧୁକ ଧରି ସାମରିକ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ବିଜୟ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବାହିନୀ ସେମାନଙ୍କର ପ୍ରକୃତ ଯୁଦ୍ଧ କ୍ଷମତାକୁ…
Read More...

ପାଣ୍ଡ୍ୟାଙ୍କ ଘାତକ ବୋଲିଂ ସତ୍ୱେ ହାରିଲା ମୁମ୍ବାଇ

ବ୍ୟୁରୋ-: ଘରୋଇ ଗ୍ରାଉଣ୍ଡରେ ଚମକିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣର ୧୬ତମ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କଲା ଏଲଏସଜି । ସନ୍ତୁଳିତ ବୋଲିଂ ଯୋଗୁ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ । କାମ ଦେଲା ମିଚେଲ ମାର୍ଶ ଓ…
Read More...