26/11 ର ସାହସୀମାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଆମେ ସେମାନଙ୍କୁ ମନେ ରଖୁଛୁ, ଏବଂ ଆମେ ସେମାନଙ୍କ ନ୍ୟାୟ ପାଇଁ…

ନୂଆଦିଲ୍ଲୀ: "ନୂତନ ଭାରତ କ୍ଷମା କରେ ନାହିଁ କିମ୍ବା ଭୁଲେ ନାହିଁ" କହି ଦୃଢ଼କତି ପ୍ରକାଶ କରିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏଥିସହିତ "କୂଟନୈତିକ ବିଜୟ" ଓ  ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହୱୁର ରାଣାଙ୍କୁ ଦେଶକୁ ପ୍ରତ୍ୟର୍ପଣ କରିବା ପାଇଁ…
Read More...

ଆକାଶ ଛୁଆଁ ହେଲା ସୁନାଦର…

ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇଁ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା। ହେଲେ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି। ଆଜି ଭୁବନେଶ୍ୱରେ ୧୮ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୧ ହଜାର ୫୧୦ ଟଙକା ବୃଦ୍ଧି ହୋଇ ୭୧ ହଜାର ୫୫୦ ଟଙ୍କା ହୋଇଛି । ସେହିପରି ୨୨…
Read More...

ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ

ପୁଣି ରାଜଧାନୀରେ ଛୁରାମାଡ଼ | ଷ୍ଟାଟସ ଦେବାକୁ କେନ୍ଦ୍ରକରି ହୋଇଛି ଛୁରୀ ମାଡ଼ | ଭରତପୁର ଅଞ୍ଚଳରେ ଛୁରୀମାଡ଼ ହୋଇଥିବା ଅଭିଯୋଗ | ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ତଦନ୍ତ ଜାରି | ସୂଚନା ଅନୁସାରେ ସୋସିଆଲ ମିଡିଆରେ ଷ୍ଟାଟସ ଦେବାକୁ ନେଇ ମାନସ ନାୟକ ଓ ସୁବାଷ ନାୟକଙ୍କ ସହିତ ଭରତପୁର…
Read More...

ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍…

ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ…
Read More...

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ ତହବୁର ରାଣା…

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ ତହବୁର ରାଣା । ଆମେରିକାରୁ ସ୍ୱତନ୍ତ୍ର ବିମାନ ଯୋଗେ ତହବୁର ରାଣାକୁ ଦିଲ୍ଲୀ ଅଣାଯାଇଛି । ୨୬/ ୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ତହବୁର । କଡା ସୁରକ୍ଷା ମଧ୍ୟରେ ଘଓଇ ମୁଖ୍ୟାଳୟକୁ ନିଆଯିବ । ୨୪ ଘଣ୍ଟା ଭିତରେ ଘଓଇ କୋର୍ଟରେ ହାଜର…
Read More...

ସାହିତ୍ୟ ପୁସ୍ତକ ତଥା ଲେଖକଙ୍କୁ ଉତ୍ସାହିତ କରିବା ପାଇଁ ଆସ ବହିଟିଏ କିଣିବା ଅଭିଯାନ

ସୁବର୍ଣ୍ଣପୁର,ସଂସ୍କୃତି ପରମ୍ପରା ର ମହାନ ପର୍ବ ଓଡିଆ ପକ୍ଷ ପାଳନ ଅବସରରେ ଅପ୍ରେଲ ୯ ତାରିଖ ବୁଧବାର ଦିନ ଓଡ଼ିଆ ସାହିତ୍ୟ ପୁସ୍ତକ ତଥା ଲେଖକ ଲେଖିକାଙ୍କୁ ଉତ୍ସାହିତ ସହ ପ୍ରୋତ୍ସାହିତ କରିବା ପାଇଁ ଆସ ବହି ଟିଏ କିଣିବା ଅଭିଯାନ ପାଳନ କରଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ…
Read More...

୭୮ତମ ପରିଚାଳକ ନିକାୟ ଓ ୭୧ତମ ପ୍ରକଳ୍ପ ସ୍ତରୀୟ ବୈଠକ ଅନୁଷ୍ଠିତ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମନିତ୍ୱ ଆଦିବାସୀ ସଂସ୍ଥା ପାରଳାଖେମୁଣ୍ଡି ଗଜପତି ଶାଖା ପକ୍ଷରୁ  78 ତମ ପରିଚାଳକ  ନିକାୟ ଓ 71 ତମ  ପ୍ରକଳ୍ପ ସ୍ତରୀୟ ବୈଠକ  ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ବ୍ରହ୍ମପୁର ସାଂସଦ ଡକ୍ଟର…
Read More...

ଓଡ଼ିଶାରେ ୧୨ ହଜାର ଖାଲିଥିବା ପଦବୀ ପୂରଣ ହେବ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ରାଜ୍ୟରେ ତିନୋଟି ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି । ବଜେଟ ଅଧିବେଶନ ସମୟରେ ବିଧାନସଭା ଭିତରେ ଏବଂ ବାହାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା…
Read More...

ସହଜ ହେବ ଆଧାର ଭେରିଫିକେସନ୍

ନୂଆଦିଲ୍ଲୀ-: ନିର୍ଭରଯୋଗ୍ୟତା, ଆଇନଗତ ଅନୁପାଳନ ଏବଂ ପରିଚୟ ଲାଗି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏବେ ଆପଣଙ୍କୁ ବିମାନବନ୍ଦର, ହୋଟେଲ ବା କୌଣସି ସରକାରୀ କାର୍ଯ୍ୟାଳୟରେ ଅରିଜିନାଲ ଆଧାର କାର୍ଡ ବା ଏହାର ଫଟୋକପି ଦେଖାଇବାକୁ ପଡ଼ିବ…
Read More...

ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ବିଧାୟକମାନେ ପରସ୍ପର ମୁହାଁମୁହିଁ

ଶ୍ରୀନଗର-: ୱାକଫ୍ ଆଇନକୁ ନେଇ ଆଜି ମଧ୍ୟ ତୃତୀୟ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ପାଟିତୁଣ୍ଡ ସହ ମୁଥ ମରାମରି ହୋଇ ରଣକ୍ଷେତ୍ର ପାଲଟିଲା ବିଧାନସଭା ପରିସର । ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି ପରେ…
Read More...