ଓଡିଶାରୁ ଲୁଟିଲେ, ଗୁଜୁରାଟରୁ ଧରାପଡ଼ିଲେ

ବ୍ରହ୍ମପୁର-: ଡିଜିଟାଲ ଆରେଷ୍ଟ ନାଁରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଗୁଜୁରାଟ ରାଜ୍ୟର ୨ ଜଣ ସାଇବର ଠକଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ସେମାନେ ହେଲେ ଗୁଜୁରାଟ ଭବାନଗର ଜିଲାର ବି ଜେନିଲ ଜୟସୁଖଭାଇ ଓ…
Read More...

ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ

କୋରାପୁଟ-: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ ।  ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ ହୋଇଛି । ଅପରାଧରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି…
Read More...

ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ମାଲକାନଗିରି-: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଗତକାଲି ସନ୍ଧ୍ୟାରେ ନିଜର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି…
Read More...

ଯବାନଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଜାମ୍ମୁ-: ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ସୂଚନା ଅନୁସାରେ…
Read More...

ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର

ଝାରସୁଗୁଡ଼ା-: ଝାରସୁଗୁଡ଼ାରେ ପୁଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର। ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବେଲପାହାଡ଼ର ୨ ଅଭିଯୁକ୍ତ ଶେଖ୍ ଆଶିଷ(୨୨) ଓ ଅଭିଷେକ ବାରିକ(୩୦)। ଏହି…
Read More...

ସ୍କୁଲ ଶିକ୍ଷାରୁ ଦୂରରେ ଥିବା ପିଲାମାନଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ

ବ୍ୟୁରୋ-: ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷା ବର୍ଷ । ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର କେଉଁ ପିଲାମାନେ ନାମ ଲେଖାଇ ନାହାନ୍ତି, କେଉଁମାନେ ଅଧାରୁ ପାଠ ପଢ଼ା ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି ତାର ରିପୋର୍ଟ ଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(…
Read More...

ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା

ତାମିଲନାଡୁରେ ଶାସକ ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି । ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ  ପାଇଁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଏଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି । ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା…
Read More...

ଉଦଳା ବ୍ଲକରେ ଶୁଭାରମ୍ଭ ହେଲା ଆୟୁଷ୍ମାନ ଯୋଜନା

ଉଦଳା-: ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା  ଅନୁଷ୍ଠାନିକ ଭାବେ ଏହାକୁ ଲୋକାର୍ପିତ କରିଛନ୍ତି ।  ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ସାମିଲ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରେ…
Read More...

ଜାମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମିଳିତ ଅପରେସନରେ ଆତଙ୍କବାଦୀ ନିହତ

ଜମ୍ମୁ: ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏକ ମିଳିତ ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। କିସ୍ତୱାରର ଚାତରୁ ଅଞ୍ଚଳରେ ଏପ୍ରିଲ ୯ ତାରିଖରେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ଅଭିଯାନରେ ଫଳରେ…
Read More...

ୟୁପି ଏବଂ ବିହାରରେ ବଜ୍ରପାତରେ ଗଲା ୮୦ରୁ ଅଧିକ ଜୀବନ

ଗତକାଲି ଓଡିଶାରେ ତାଣ୍ଡବ ରଚିଛି କାଳ ବୈଶାଖୀ । କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ଘର ଉପରେ ଗଛ ପଡି କ୍ଷତି ଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ କୁଆ ପଥର ବର୍ଷା ମଧ୍ୟ ହୋଇଥିଲା । ସେହିପରି ବିହାର ଏବଂ ଉତ୍ତରପ୍ରଦେଶରେ କାଳରୂପୀ କାଳବୈଶାଖୀ ରେ ଭାଙ୍ଗିଯାଇଛି ଘର, ଆଉ…
Read More...