ଆମ୍ବେଦକରଙ୍କ ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ
୧୪ ଏପ୍ରିଲରେ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଏ, ଯାହା 'ସମାନତା ଦିବସ' ଭାବରେ ଜଣାଶୁଣା । ଆଜିର ଦିନଟି ସାମାଜିକ ନ୍ୟାୟ ଓ ବୈଷମ୍ୟ ଦୂର କରିବା ପାଇଁ ତାଙ୍କ ଉତ୍ସର୍ଗକୁ ସମ୍ମାନ ଦେବା ଉଦେଶ୍ୟରେ ପାଳନ କରାଯାଏ ।
ଡକ୍ଟର ଆମ୍ବେଦକରଙ୍କ ସମାନତା ପ୍ରତି ସବୁଠାରୁ…
Read More...
Read More...