ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ…

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି…
Read More...

ଲୋକାଲ ଏସି ଟ୍ରେନର ସର୍ବନିମ୍ନ ଭଡା ୩୫ ଟଙ୍କା ରହିଥିବାବେଳେ ସର୍ବାଧିକ ଭଡା ୧୦୫ ଟଙ୍କା ଧାର୍ଯ୍ୟ କରାଯାଇଛି

ଚେନ୍ନାଇ: ଖରାଦିନେ ଟ୍ରେନରେ ଯାତ୍ରା ବହୁ କଷ୍ଟକର ହୋଇଥାଏ । ତାହାପୁଣି ଲୋକାଲ ଟ୍ରେନ କଥା ନ କହିବା ଭଲ । ପ୍ରତିଦିନ ଲୋକାଲ ଟ୍ରେନରେ ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଜୀବୀ ଯାତାୟାତ କରିଥାନ୍ତି । କାରଣ କମ ଟଙ୍କାରେ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତି । କମ ଟିକେଟ ମୂଲ୍ୟ…
Read More...

ମେ ୨ରେ ଦିଲ୍ଲୀ ପୋଲିସ ସମ୍ମୁଖରେ ହାଜର ହେବେ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକର

ନୂଆଦିଲ୍ଲୀ-: ସିଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୋଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବି.ଭି.…
Read More...

ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ । ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ । ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ…
Read More...

ଜମ୍ମୁ ଏବଂ କାଶ୍ମୀରର ଘନ ଜଙ୍ଗଲରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ କୋବ୍ରା କମାଣ୍ଡୋ…

ଜମ୍ମୁ-କାଶ୍ମୀର-: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ପ୍ରଥମ ଥର ପାଇଁ ଜମ୍ମୁ ଏବଂ କାଶ୍ମୀରରେ ଏହାର ଏଲିଟ୍ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା କୋବ୍ରା କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି, ଯାହା ଏହି ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ଏକ ରଣନୈତିକ…
Read More...

ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ମାଲକାନଗିରି-: ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇ ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର…
Read More...

ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ

ଝାଡ଼ଖଣ୍ଡ-: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା ।  ପୋଲିସ ଏବଂ ସିଆରପିଏଫ ର ମିଳିତ  ଟିମ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ…
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକଙ୍କ ମୃତଦେହ

ବେଙ୍ଗାଲୁରୁ-: କର୍ଣ୍ଣାଟକର ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଓମ ପ୍ରକାଶଙ୍କ (ଡିଜିପି) ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ସ୍ତିତ ତାଙ୍କ ବାସଭବନରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଓମ ପ୍ରକାଶଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ…
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ…

ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ସହରରେ ଥିବା କଂଗ୍ରେସ କାର୍ଯ୍ୟଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା । ୧୯୩୭ ମସିହାରେ ଆରମ୍ଭ ହୋଇଥିବା ନ୍ୟାସନାଲ ହେରାଲ୍ଡ ପତ୍ରିକା ମୂଳ ଉଦ୍ଵେଶ ଅଲଗା ଥିବା…
Read More...

ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍

ବେଙ୍ଗାଲୁରୁ-: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଏକ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ଦ୍ୱାରା ପରିଚାଳିତ ଏକ ମିନି ବସ୍ ଏକ ସ୍ଥିର ଇଣ୍ଡିଗୋ ବିମାନ ସହିତ ଧକ୍କା ହୋଇଥିଲା  । ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଆହତ ହୋଇନଥିବା ବେଳେ …
Read More...