ପ୍ରଥମେ ଗାଡିକୁ ଧକ୍କା ଦେଲେ, ପରେ ନାବାଳିକାଙ୍କୁ ନେଇ ଦୁଷ୍କର୍ମ କଲେ…
ସୁନ୍ଦରଗଡରେ ଲଜ୍ଜା । ଦୁର୍ଘଟଣାଗ୍ରସ୍ତ ନାବାଳିକା ସହ ଜଘନ୍ୟକାଣ୍ଡ ଘଟାଇଲେ ଦୁବୁର୍ତ୍ତ । ପ୍ରଥମେ ବାଇକକୁ ଧକ୍କା ଦେଲେ, ପରେ ନାବାଳିକାଙ୍କୁ ଟେକି ନେଲେ । ଦୁର୍ଘଟଣାପରେ ନାବାଳିକାଙ୍କୁ ଜଙ୍ଗଲକୁ ନେଇ କରିଲେ ଗଣଦୁଷ୍କର୍ମ । ସୂଚନା ଅନୁସାରେ ଗତକାଲି ରାତିରେ ନିଜ ସମ୍ପର୍କୀୟ ସହ ବିବାହ…
Read More...
Read More...