ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୪୬ଟି ନୂତନ ଅଦାଲତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ତନ୍ମଧ୍ୟରୁ ୪୦ ଟି Civil Judges(Jr. Divn)-cum-JMFC ଓ ଅନୁରୂପ ଭାବେ ୬ ଟି Additional Civil Judges(Jr.Divn)-cum-JMFC ବିଚାରାଳୟ ଖୋଲାଯିବ । ଏଥିପାଇଁ ଆଇନ ବିଭାଗ ପକ୍ଷରୁ…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦାକଲେ ମୋଦୀ

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଓ କାଶ୍ମୀରର ମନୋରମ ପହଲଗାମ ହିଲ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି, ଏହି "ଘୃଣ୍ୟ କାର୍ଯ୍ୟ" ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସାଉଦି ଆରବ ଗସ୍ତରେ…
Read More...

ହମଦର୍ଦ କମ୍ପାନୀର ସର୍ବତ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଯୋଗ ଗୁରୁ ରାମଦେବ

ନୂଆଦିଲ୍ଲୀ-: ପୁଣି ବିବାଦରେ ବାବା ରାମଦେବ । ହମଦର୍ଦ କମ୍ପାନୀର ସର୍ବତ ଉପରେ ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ୍‌ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ୍ ଅମିତ ବଂଶଲ ଏକ କଡ଼ା ଆଦେଶ ଜାରି କରିବାକୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ନ୍ୟାୟାଳୟର…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀନଗର ଅଭିମୁଖେ ଅମିତ ଶାହ

ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆତଙ୍କବାଦୀ ମାନେ ଗୁଳିମାଡ଼ କରିଛନ୍ତି ।  ୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରଣ କରିଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା ।…
Read More...

ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର

ଭୁବନେଶ୍ୱର-: ଚଳିତ ମାସ ୨୪ ତାରିଖରେ ବଣ୍ଟନ ହେବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ନୂଆ ରାସନ କାର୍ଡ । ପଞ୍ଚାୟତିରାଜ ଦିବସରେ କାର୍ଡ ବାଣ୍ଟିବେ ସରକାର । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୯୦ ହଜାର ନୂଆ…
Read More...

ଆମେରିକା, ଋଷ୍ ଓ ଚୀନ୍ ପରେ ଭାରତ ମହାକାଶରେ ଡକିଂ ସମ୍ପର୍କିତ ପରୀକ୍ଷା କରିଥିବା ଚତୁର୍ଥ ଦେଶ

ନୂଆଦିଲ୍ଲୀ-: ସୋମବାର ଇତିହାସ ରଚି ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ୨ଟି ଉପଗ୍ରହକୁ ସଲଗ୍ନ କରିବା(ସ୍ପେଡେକ୍ସ) ମିଶନରେ ଦ୍ବିତୀୟ ଥର ଉପଗ୍ରହର ଡକିଂ ସଫଳତାପୂର୍ବକ ପୁରା କରିଛି । ଏକ ମହାକାଶ ମିଶନକୁ ସଫଳ କରିବା ପାଇଁ ରକେଟ କିମ୍ବା ମହାକାଶକୁ…
Read More...

ଉର୍ଦ୍ଦୁ ଭାଷା, ସାହିତ୍ୟକୁ ଆଦୃତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀର ନିରନ୍ତର…

ଭୁବନେଶ୍ୱର-: ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀରର ୩୯ତମ ପ୍ରତିଷ୍ଠା ଦିବସ ଆଜି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସମାରୋହରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀ ସଚିବ…
Read More...

ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ…

ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ହେତୁ ସ୍କୁଲରେ ଖରାଛୁଟି ନେଇ ହୋଇପାରେ ନିଷ୍ପତ୍ତି । ଏନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ପର୍ୟ୍ୟାୟରେ ମେ ୬ ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ନେଇ…
Read More...

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଦେଲେ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର-: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୧୦ଟା ନବାଜୁଣୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ସେ…
Read More...

ଜଷ୍ଟିସ ଡି.କେ.ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି

କଟକ: ଓଡ଼ିଶା ହାଇକୋର୍ଟକୁ ମିଳିଲା ଆଉ ଜଣେ ନୂଆ ବିଚାରପତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟରତ…
Read More...