ଅଧା ରହିଗଲା ପାଠପଢ଼ି ବଡ଼ଲୋକ ହେବ ସ୍ୱପ୍ନ

କେନ୍ଦୁଝର-: ସ୍ବପ୍ନ ଥିଲା ପାଠପଢ଼ି ବଡ଼ଲୋକ ହେବ । ହେଲେ ସ୍ବପ୍ନ ସାକାର ହେବା ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର । ଛାତ୍ରାବାସରେ ରହି ସମର‌ କୋର୍ସ କରୁଥିବା ଜଳଧରଙ୍କୁ ଛାତ୍ରଙ୍କ ତିନିଜଣ ସହପାଠୀ କମ୍ବଳ ପକାଇ ମାଡ଼ିବସିବା ସହ ଗାମୁଛାରେ ତଣ୍ଟିଚିପି ହତ୍ୟା…
Read More...

କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବ ଅନୁମୋଦିତ…

କ୍ୟାବିନେଟ 6 ଟି ପ୍ରସ୍ତାବ ଅନୁମୋଦିତ । ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବ ନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ. ଆଗରୁ ମାଟ୍ରିକ ରହୁଥିଲା. କ୍ୟାବିନେଟ ବୈଠକରେ ନିଷ୍ପତି. ଏହା ସହ ଅବକାରୀ ବିଭାଗ ନିୟମ 2017  ସଂଶୋଧନ । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ 24…
Read More...

ମୁଁ ଜମ୍ମୁ ଏବଂ କଶ୍ମୀରରେ ହୋଇଥିବା ନୃଶଂସ ଆକ୍ରମଣର ଦୃଢ଼ ନିନ୍ଦା କରୁଛି

ନୂଆଦିଲ୍ଲୀ-: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର…
Read More...

ନିଟର ଚାପ ପାଇଁ ନେଲେ ଚରମ ପଦକ୍ଷେପ

ଜୟପୁର: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଏହି ଛାତ୍ରଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଘର ବିହାରର ଛାପ୍ରାରେ । ସେ ତାଙ୍କ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିବା…
Read More...

ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ଜମ୍ମୁ – କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ: ପହଲାଗାମ ଆତଙ୍କବାଦୀ ଆକ୍ରମଣ ପରେ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି । ଆଉ ଭୟରେ ଜମ୍ମୁ – କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ଏଥିପାଇଁ ଶ୍ରୀନଗର ଏୟାରପୋର୍ଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖାଦେଇଛି । ଏୟାର ଇଣ୍ଡିଆର ୨ଟି  ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଛି । ସେଥିରେ…
Read More...

ଦୁଇ ଦିନିଆ ସାଉଦି ଆରବ ଗସ୍ତକୁ ବାତିଲ କଲେ ପ୍ରଧାନମନ୍ତ୍ରୀ…

ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବିଦେଶ ଗସ୍ତ ଅଧାରୁ ଫେରିଲେ ମୋଦୀ । ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ବେଳେ ମୋଦୀ ଗସ୍ତ ଅଧାରୁ ବାତିଲ କରି ଆଜି ସ୍ୱଦେଶ ଫେରିଛନ୍ତି । ସେ ଅଫିସିଆଲ ଡିନରରେ ଯୋଗ ନ ଦେବା ସହ ଆଜି ସକାଳେ ହିଁ ଭାରତ ଆସି ପହଞ୍ଚିଛନ୍ତି ।…
Read More...

ପହଲଗାମ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି

ଜମ୍ମୁ-କଶ୍ମୀର-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ତେବେ ବର୍ତ୍ତମାନ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି…
Read More...

ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ

ଜମ୍ମୁ-କଶ୍ମୀର-: ଗତକାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ଜମ୍ମୁ-କଶ୍ମୀରରେ ପ୍ରବଳ ଗୁଳି ବିନିମୟ ପରେ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛି । ଏହି ଅଭିଯାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା । ଘଟଣାସ୍ଥଳରୁ ବହୁ…
Read More...

ରେଙ୍ଗାଲି, ବାଲିଆପାଳ ଓ ଲେଫ୍ରିପଡାରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ…

ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି…
Read More...

ପୀଡିତ ପରିବାରଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ବୁଧବାର କାଶ୍ମୀର ବନ୍ଦ ଡାକରା

ଜମ୍ମୁ-କଶ୍ମୀର-: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀଙ୍କ ଗୁଳିରେ  ନିରୀହ ଲୋକଙ୍କ ଜୀବନ ଗଲା । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶବାସୀଙ୍କ…
Read More...