ଦୁଷ୍କର୍ମ ପରେ ମାରଣାସ୍ତ୍ରରେ ହାଣି ପକାଇଲେ ଦୁର୍ବୃତ୍ତ

ଯାଜପୁର-: ଯାଜପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଜଣେ କର୍ମଜୀବୀ ମହିଳା ହୋଇଛନ୍ତି ଦୁଷ୍କର୍ମର ଶିକାର । ବିରୋଧ କରିବାରୁ ପୀଡିତାଙ୍କୁ ଆକ୍ରମଣ କରୀ ରକ୍ତାକ୍ତ କଲେ ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ୭୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଯାଜପୁର ସହରରେ ଜଣେ କର୍ମଜୀବୀ…
Read More...

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଦମ୍ୟ…

ଗଜପତି-: ଗଜପତି ଜିଲ୍ଲା କାଶୀନଗର ବ୍ଲକର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ବ୍ରୋଞ୍ଜରେ ନିର୍ମିତ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମାନ୍ୟବର ପାରଳା ବିଧାୟକ…
Read More...

ଜନ୍ମମାଟିରେ ଓଡିଆ ଗୀତିନାଟ୍ୟର ସ୍ରଷ୍ଠା ଗଣକବି ବୈଷ୍ଣବ ପାଣିଙ୍କ ୬୯ ତମ ଶ୍ରାଦ୍ଧଉତ୍ସବ ଅନୁଷ୍ଠିତ

କଟକ-: ଓଡିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ବନ୍ଦୀ ସ୍ରଷ୍ଠା, ପ୍ରଥିତଯଶା ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୬୯ ତମ ତିରୋଧାନ ଉତ୍ସବ ଜନ୍ମମାଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ବିରୂପା ସାହିତ୍ୟ ସଂସଦ ଏବଂ ମାହାଙ୍ଗା ସାରସ୍ୱତ ସେବା ମଞ୍ଚର ମିଳିତ…
Read More...

କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ

ଶ୍ରୀନଗର-: ଜମ୍ମୁ-କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି । କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସା ଧୀନଅବସ୍ତରେ ତାଙ୍କର ମୃତ୍ୟୁ ଘଟଛି । ମୃତ ବ୍ୟକ୍ତି ଜଣକ ହେଲେ ୪୫…
Read More...

ଆତଙ୍କୀ ଆକ୍ରମଣରେ ପରେ ସୀମାରେ ଭାରତର ଆଗୁଆ ପ୍ରସ୍ତୁତି

ନୂଆଦିଲ୍ଲୀ: ପୁଞ୍ଚ ଭାରତ-ପାକିସ୍ତାନ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଓସି)ରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ କରାଯାଇଛି। ପ୍ରତିକୂଳ ପରିସ୍ଥିତିରେ ରହିବାର ବ୍ୟବସ୍ଥା ଚାଲିଛି। ଏଲଓସିରେ ଗୁଳିଗୋଳା ଗର୍ଜନ ନେଇ ଆଗୁଆ ପ୍ରସ୍ତୁତି ହେଉଛି। ପହଲଗାମ୍‌‌ରେ ପର୍ଯ୍ୟଟକମାନଙ୍କ ଉପରେ…
Read More...

ଇରାନ ବନ୍ଦରରେ ଭୟାବହ ବିସ୍ଫୋରଣ: ୫୦୦ରୁ ଅଧିକ ଆହତ, ୧୮ ମୃତ

ତେ‌ହରାନ-: ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଇରାନର ସାହିଦ ରାଜାଇ ବନ୍ଦରରେ ହୋଇଥିବା ଭୟାବହ ବିସ୍ଫୋରଣ ରେ ୫୬୧ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୮ରେ ପହଞ୍ଚିଛି । ଇରାନର ଅବ୍ବାସ ସ୍ଥିତ ସାହିଦ୍ ରାଜାଇ ବନ୍ଦର କଲି ଅପରାହ୍ନରେ ପ୍ରଚଣ୍ଡ ବିସ୍ଫୋରଣରେ ଥରି…
Read More...

ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ସବୁଠାରୁ ଗମ୍ଭୀର ବିପଦ

ୟୁ.ଏସ-: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଦୋଷୀ ଏବଂ ସେମାନଙ୍କର ସହାୟକମାନଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ଉପରେ…
Read More...

କେନ୍ଦ୍ରକୁ ଡେପୁଟେଶନରେ ଯିବେ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର

ଭୁବନେଶ୍ୱର-: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇଛି । ୧୯୯୮ ବ୍ୟାଚ୍ ଆଇପିଏସ୍‌ ଅଧିକାରୀ ରବି କାନ୍ତ ଡେପୁଟେସନରେ ଯାଇ ବିଏସ୍‌ଏଫ୍‌ ଇନ୍ ସ୍ପେକ୍ଟର ଜେନେରାଲ ଆଇଜି ଭାବେ ଯୋଗଦେବେ । ଆଇପିଏସ୍‌…
Read More...

ମିଡିଆ ପ୍ରସାରଣ ଉପରେ କଟକଣା ଲଗାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ…
Read More...

ବଡ଼ ବିସ୍ଫୋରଣରେ 516 ଜଣ ଆହତ ହୋଇଥିବା ସୂଚନା

ଇରାନର ବନ୍ଦର ଆବାସରେ ଏକ ବଡ଼ ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ବଡ଼ ବିସ୍ଫୋରଣରେ ଅତି କମରେ 516 ଜଣ ଆହତ ହୋଇଛନ୍ତି। ଇରାନର ଜାତୀୟ ଜରୁରୀକାଳୀନ ସେବାର ମୁଖପାତ୍ର ବାବାକ ୟକ୍ତପରସ୍ତ ଏହି ସୂଚନା ଦେଇଛନ୍ତି। ତଥାପି, ବିସ୍ଫୋରଣର ପ୍ରାୟ ତିନି ଘଣ୍ଟା ପରେ ମଧ୍ୟ କୌଣସି…
Read More...