ବାମନଘାଟୀ ଉପଖଣ୍ଡରେ  ପ୍ରାଣୀ ଚିକିତ୍ସକ ନିଯୁକ୍ତ

0

ରାଇରଙ୍ଗପୁର:ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ମାସେରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ଳକ ତଥା ବହଳଦା, କୁସୁମି ,ଜାମଦା ବିଜାତଳା ବ୍ଳକରେ ସହକାରୀ ପ୍ରାଣୀ ଚିକିତ୍ସାକ ପଦବୀ ଖାଲି ପଡିଥିଲା । ରାଜ୍ୟ ସରକାର ନିକଟରେ ବହୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେଇଛନ୍ତି । ଫଳରେ  କୁସୁମି ବ୍ଳକର ବାଦାମପାହାଡ଼ରେ  ଡଃ ଜନ୍ମେଜୟ ପଣ୍ଡା,ବହଳଦା ବ୍ଳକରେ ଡଃ ପ୍ରଭାସିନୀ ନାୟକ,ଜାମଦା ବ୍ଳକରେ ଡଃ ପୂଣ୍ଯପ୍ରଭା ଜେନା ଏବଂ ବିଜାତଳା ବ୍ଳକରେ ଡଃ ଫ୍ରଭାରଂଜନ ଜେନା ପ୍ରମୁଖ ଯୋଗ ଦାନ କରିଛନ୍ତି  ।  ସେମାନେ ରାଇରଙ୍ଗପୁର ଉପଖଣ୍ଡର  ପ୍ରାଣୀ ଚିକିତ୍ସାଳୟ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମ ମୋହନ ରାୟଙ୍କୁ  ସାକ୍ଷାତ କରିଛନ୍ତି ।