ଭୁବନେଶ୍ୱର;ନିଶା କବଳରେ ଟ୍ୱିନ୍ ସିଟି । କେବଳ ଭୁବନେଶ୍ୱର ରୁ ଅଗଷ୍ଟ ୨୦୨୧ ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ୭ କେଜି ୭୬୩ ଗ୍ରାମର ବ୍ରାଉନସୁଗାର, ୩୯ କୁଇଣ୍ଟାଲ ୪୨ କେଜି ଗଞ୍ଜେଇ ଓ ୧୬୮ ଲିଟର କପସିରଫ ଜବତ ହୋଇଛି। ଯେଉଁଥିରେ ୩୫୯ ମାମଲାରେ ୭୨୭ ଜଣ ଙ୍କୁ ଗିରଫ କରାଯାଇଛି ।୨୯ ଲକ୍ଷ ୬୫ ହଜାର ୩୯୯ ଟଙ୍କା କ୍ୟାସ ଜବତ ହୋଇଛି ।ସେହିପରି କଟକରୁ ୫ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ୧୩୨୭ କେଜି ଗଞ୍ଜେଇ, ୩୭୪୬ ବୋତଲ କଫ ସିରଫ ଜବତ ହୋଇଛି ।