ଓଲଟିଲା କାଙ୍କଡ ବୋଝେଇ ଟ୍ରକ, ବୋହିନେଲେ ପୋଲିସ ସହ ଜନତା

ଓଲଟିଲା କାଙ୍କଡ ବୋଝେଇ ଟ୍ରକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବେନେଶ୍ବ ପଳାଶୁଣି ଓଭରବ୍ରିଜ ନିକଟରେ । ଗାଡିରେ ଭର୍ତ୍ତି ହୋଇଥିବା କାଙ୍କଡ଼କୁ ବୋହି ନେଇଗଲେ ସ୍ଥାନୀୟ ଲୋକେ ।

(ଭୁବନେଶ୍ୱର) : ଓଲଟିଲା କାଙ୍କଡ ବୋଝେଇ ଟ୍ରକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବେନେଶ୍ବ ପଳାଶୁଣି ଓଭରବ୍ରିଜ ନିକଟରେ । ଗାଡିରେ ଭର୍ତ୍ତି ହୋଇଥିବା କାଙ୍କଡ଼କୁ ବୋହି ନେଇଗଲେ ସ୍ଥାନୀୟ ଲୋକେ । ତେବେ କୋଭିଡ ସମୟରେ ସବୁ କିଛି ଭୁଲି ଯାଇଥିଲେ ନ ଥିଲା ମାସ୍କ ନ ଥିଲା ସାମାଜିକ ଦୂରତା । । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ସାମିଲ ହୋଇ ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିଲା ।