(ଭୁବନେଶ୍ୱର) ; ବିଧାନସଭା ଚପଲ ଫିଙ୍ଗା ଘଟଣାରେ କର୍ଯ୍ୟାନୁଷ୍ଠାନ ।ବିଜେପି ର ୩ ବିଧାୟକ ନିଲମ୍ବନ । ସସପେଣ୍ଡ୍ ହେଲେ ଜୟନାରାୟଣ ମିଶ୍ର , ବିଷ୍ନୁସେଠି , ମୋହନ ମାଝି । ବିଜେପି ୩ ବିଧାୟକକୁ ଚଳିତ ଅଧିବେସନରୁ ସସପେଣ୍ଡ । ବାଚସ୍ପତିଙ୍କ ନିଷ୍ପତିଙ୍କୁ ବିରୋଧ କରି ଗାନ୍ଧୀ ମୁର୍ତ୍ତି ତଳେ ବିଜେପି କର୍ମିିଙ୍କ ଧାରଣା ।