(ଭୁବନେଶ୍ୱର) ; ପୁଣି ସିଲ୍ ହେଲା ଏସ୍ ବି ଆଇ ମେନବ୍ରାଞ୍ଚ । ୪ ଦିନ ପର୍ଯ୍ୟନ୍ତ ସିଲ୍ କରିଛି ଭୁବନେଶ୍ୱର ମହାନଗର ନୀଗମ (ବିଏମସି) । ପୂର୍ବରୁ ଏହି ବ୍ରାଞ୍ଚରୁ ୭ କର୍ମଚାରୀ ପଜେଟିଭ୍ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଏହାକୁ ୨ ଦିନ ପାଇଁ ସିଲ୍ କରାଯାଇଥିବା ବେଳେ ଏବେ ଅଧିିକ ପଜେଟିଭ ବାହାରିବାରୁ ଅଜିଠୁ ୪ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି ।