ଜଳେଶ୍ୱର– ଟ୍ରକ ପଛପଟୁ ପିଟିଲା ବାଇକ । ୬୦ ନମ୍ବର ଜାତୀୟ ରାଜପଥର ହଳଦିପଦା ରାଜଧାନୀ ଢାବା ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Edit by sanjulata sahoo