୫୦ ରୁ ୬୦ କି.ମି ବେଗରେ ପବନ ହେବାର ସମ୍ଭାବନା…
ଗତ ଦୁଇ ଦିନ ହେବ ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା । ଆଜି ୯ ଜିଲ୍ଲାରେ ବର୍ଷା ପବନ ହେବାରେ ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି । କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି । ସେହିପରି…
Read More...
Read More...