Browsing Tag

tax notice

ଦିନ ମଜୁରିଆକୁ ଜିଏସଟି ବିଭାଗ ପଠାଇଲା ୨ କୋଟିର ଟ୍ୟାକ୍ସ ନୋଟିସ୍

ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ଉପରେ ଜିଏସଟି ବିଭାଗ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି । ଜିଏସଟି ବିଭାଗର ନୋଟିସ୍ ପାଇବା ପରେ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଛି । ତାଙ୍କର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା କିନ୍ତୁ ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍ ଆସିଛି ।…
Read More...