Browsing Tag

Sushree

ପୁରୀ ଜିଲ୍ଲା ଓଏଏସ ସଂଘ ବୈଠକ ଅନୁଷ୍ଠିତ

ପୁରୀ/ଜୟନ୍ତ ସେଠି : ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ସଂଘର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବା ସହ…
Read More...

ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

ଭୁବନେଶ୍ୱର : ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ | 25ଲକ୍ଷ୍ୟ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ପୋଲିସ | ସୌକତ ପଲ, ଆନନ୍ଦ ରୋହିତ ଦାସଙ୍କୁ କୋଲକାତାରୁ ଗିରଫ କରାଯାଇଛି | ସେମାନଙ୍କ ନିକଟରୁ ପ୍ରି ଆକ୍ଟିଭେଟେଡ଼ ସିମ, ମୋବାଇଲ, ଟଙ୍କା ଓ କିଛି ଡକ୍ୟୁମେଣ୍ଟ…
Read More...

ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

ଭୁବନେଶ୍ୱର,: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଦୁଇଟି ସରକାରୀ ଜାଗାରୁ ପୃଥକ ଭାବରେ ଏନ୍ଫୋର୍ସମେଣ୍ଟ ଟିମ୍ ପୋଲିସ ସହାୟତାରେ ଏହି ଉଚ୍ଛେଦ ହୋଇଛି ଜାଗମରା ମୌଜା ସ୍ଥିତ ପ୍ଲଟ୍ ନଂ 1355, 1356 (ପିଟି), 1357 (ପିଟି) ଓ 1358…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରମାଦେବୀ କ୍ୟାମ୍ପସ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରମାଦେବୀ କ୍ୟାମ୍ପସ ଯିବେ ମୁଖ୍ୟମନ୍ତ୍ରୀ | ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଓ ରାଜ୍ୟ ସରକାରଙ୍କ ସହ ଭାଗିତାରେ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ପ୍ରେଖ୍ୟାଳୟ ନିର୍ମାଣ ହୋଇଛି | ରମାଦେବୀଙ୍କ ନାମରେ ନାମିତ ଏହି…
Read More...

ସନ୍ତାନ ଜନ୍ମ ଦେବେ ‘ଟ୍ରାନ୍ସ କପୁଲ’

କୋଝିକୋଡ: ଥରେ ଭାବନ୍ତୁ ମା ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ତେବେ କଣ ହେବ ? ଆପଣ ହୁଏତ ଏ କଥା ସହଜରେ ବିଶ୍ୱ କରି ନ ପାରନ୍ତି , କିନ୍ତୁ ଏ କଥା ସତ | କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି। ଏଠି ଜଣେ ମହିଳା ନୁହେଁ ବରଂ ପୁରୁଷ ଗର୍ଭବତୀ ହୋଇଛନ୍ତି। ଭାରତରେ ପ୍ରଥମ ଥର…
Read More...

୧୦ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ଅଧିକାରୀ (ଓଏଏସ) ସ୍ତରରେ ବଦଳି କରାଯାଇଛି । ୧୦ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି…
Read More...

ଗଞାମ ଜିଲ୍ଲାରେ ବି.ଏସ.କେ.ୱାଇ. କାର୍ଯ୍ୟାୟନର କ୍ଷେତ୍ରସ୍ତରୀୟ ସମୀକ୍ଷା

ଗଞାମ : ଗଞାମ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାୟନ ବିଷୟରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶୃତି ସୋସାଇଟିର ଅତିରିକ୍ତ ନିର୍ଦେଶକ ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର ଇତି ମଧ୍ୟରେ ଗଞାମ ଜିଲ୍ଲା ଗସ୍ତ କରି ବି.ଏସ.କେ.ୱାଇ. ଅନୁବନ୍ଧିତ…
Read More...

ନାରାୟଣପାଟଣା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର : ନାରାୟଣପାଟଣା ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ନାରାୟଣ ପାଟଣା ବ୍ଲକ ପରିଦର୍ଶନ କରି ସେଠାରେ ଜଗନ୍ନାଥ ମଣ୍ଡପ ପରିଦର୍ଶନ କରିଛନ୍ତି | ପ୍ରଭୁଙ୍କ ଦର୍ଶନ ପରେ ସେ ମନ୍ଦିରର ପୁରୋହିତ ଏବଂ ସ୍ଥାନୀୟ ଲୋକଙ୍କ ସହ…
Read More...

ରେଳ ବଜେଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରଣବ

ଭୁବନେଶ୍ୱର: ପୁଣି ଥରେ ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯଇଛି | ରାଜ୍ୟ ସରକାର କରିଆସୁଥିବା ଦାବି ଅନୁସାରେ ଉକ୍ତ ପ୍ରସ୍ତବକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗ୍ରହଣ କରୁନାହିଁ । କିନ୍ତୁ ଚଳିତ ବଜେଟ୍‌‌ ବରାଦ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଖାଇଛନ୍ତି ଗୋଲାପୀ ସ୍ୱପ୍ନ। ଏଣୁ…
Read More...

ନଦୀ ପଠାରୁ ମଣିଷ କଙ୍କାଳ ଜବତ

ପୁରୀ/ଜୟନ୍ତ କୁମାର ସେଠି : ଗୋପ ଥାନା ଅନ୍ତର୍ଗତ ଡଭାର ପଞ୍ଚାୟତ ଇଟାକୂଦ ଗାଁ ମୁଗେଇ ନଦୀବନ୍ଧ ଜଙ୍ଗଲରୁ ମଣିଷ କଙ୍କାଳ, ହାଡ ଜବତ କଲା ଗୋପ ପୋଲିସ। ଘଟଣା ସ୍ଥାନରେ ସାଇଟପିକ୍ ଟିମ୍ ସହ ଗୋପ ପୋଲିସ ର ତଦନ୍ତ ଯାରି। କଙ୍କାଳ କେଉଁଠୁ ଆସିଲା ପୁରୁଷ ନା ସ୍ତ୍ରୀ ଙ୍କ କଙ୍କାଳ ଏ ପର୍ଯ୍ୟନ୍ତ ଯଣା…
Read More...