Browsing Tag

Sushree

ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଭୁବନେଶ୍ୱର : ଆଜି ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ | ଏହି ଅବସରରେ…
Read More...

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ : ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର : ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି | ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି | ସୂଚନା ଯୋଗ୍ୟ ଯେ, ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ…
Read More...

ପୁରୁଣା ସ୍ମୃତିକୁ ମନେପକାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଯାଇଛନ୍ତି | ସେଠାରେ ସମାବର୍ତ୍ତନ ଉତ୍ସବରେ ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି ମ୍ୟାଡ଼ାମ…
Read More...

ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ : ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର!

ଭୁବନେଶ୍ୱର: ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ସୋମବାର ଅପରାହ୍ଣରେ ଲୋକସେବା ଭବନରେ ବସିବ ବୈଠକ । ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ | ଏଥିରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ…
Read More...

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୧ଟା ୪୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ…
Read More...

ଇସ୍ପାତ ଏବଂ ଖଣି ବିଭାଗରେ ଯୋଗଦେଲେ ୬୫ ଅଧିକାରୀ

ଭୁବନେଶ୍ୱର : ଇସ୍ପାତ ଏବଂ ଖଣି ବିଭାଗରେ ଯୋଗଦେଲେ 65 ଆଫିସର | ତେବେ ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍, ଓଡିଶା ଜିଓଲୋଜିକାଲ୍ ସର୍ଭିସ୍ ଏବଂ ଓଡିଶା ସବୋର୍ଡ ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସରେ ଯୋଗଦେଇଛନ୍ତି | ଅଧିକାରୀଙ୍କ ପାଇଁ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେବ କାରକେଡ଼ ରିହରସେଲ୍

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସର ବୈଠକ | ବ୍ଲୁ ବୁକ SOP ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି | ରୁଟ ଲାଇନିଂ, ନାଇଟ ଗାର୍ଡ, ଚୋପର ଗାର୍ଡ ଓ ରୁଫ ଟଫରେ ମୁତୟନ ରହିବେ ସୁରକ୍ଷା କର୍ମୀ | ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା…
Read More...

ଶିଳ୍ପାଞ୍ଚଳରୁ ହଟିଲା ଜବରଦଖଲ

ଭୁବନେଶ୍ୱର : ରସୁଲଗଡ଼ ଶିଳ୍ପାଞ୍ଚଳରେ ଇଡକୋ ପକ୍ଷରୁ ମିଳିଥିବା ପ୍ଲଟରେ ହୋଇଥିଲା ଜବରଦଖଲ | ଉକ୍ତ ପ୍ଲଟରେ ଏକାଧିକ ପରିବାର ଘର ନିର୍ମାଣ କରିବା ସହିତ କିଛି ଦୋକାନ ଘର ବି ରହିଥିଲା | ସେହି ଜମିକୁ ଜବରଦଖଲମୁକ୍ତ କରିବା ସହିତ ସମସ୍ତ ପରିବାରକୁ ସ୍ଥାନାନ୍ତରିତ କରିଛି ବିଡିଏ | ବୁଧବାର…
Read More...

ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ପ୍ରସ୍ତୁତ ହେଲାଣି ବିଏମସି

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ତାପମାତ୍ରାରେ ଟିକିଏ ପରିବର୍ତ୍ତନ ଆସିଛି । ଆଗକୁ ଆସୁଥିବା ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ବିଏମସି ପକ୍ଷରୁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଆଗକୁ…
Read More...

୪୪ ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ/ଜୟନ୍ତ କୁମାର ସେଠି : ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗୀତା ରେ ଆଜି ତୃତୀୟ ଦିନ ସୁଦ୍ଧା ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚରେ ମହାରାଷ୍ଟ୍ର 05-00ରେ ମଧ୍ୟପ୍ରଦେଶ କୁ,ଆନ୍ଦ୍ରପ୍ରଦେଶ03-01ରେ ରାଜସ୍ଥାନ କୁ,ତେଲେଙ୍ଗାନା03-02ରେ କାର୍ଣ୍ଣାଟକକୁ, ପଞ୍ଜାବ10-00ରେ ଉତ୍ତର ପ୍ରଦେଶ କୁ…
Read More...