ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସାନଭି ସେବା ଟ୍ରଷ୍ଟ
ହାଟଡିହି /ବିଭୂତି ଭୂଷଣ ଜେନା : ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଓରାଳି ଗାଁରେ ଗତ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିଲା । ସେଥିରେ ସେହି ଗ୍ରାମର ମହିଳା ପ୍ରମିଳା ମାଝୀଙ୍କ ଦୁଇବଖରା ଘର ଜଳିଯିବା ସହିତ ନିଜ ଝିଅ ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ…
Read More...
Read More...