Browsing Tag

safique

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରହିଥିବା ଅବଧି ମଧ୍ୟରେ ରୋହିତ ଶର୍ମାଙ୍କଠୁ ଅଧିକ କିଛି ଆଶା ରଖିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। କିନ୍ତୁ ଗତ କିଛି ମାସ ମଧ୍ୟରେ ହୋଇଥିବା ମ୍ୟାଚଗୁଡ଼ିକୁ ଦେଖିଲେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି ବୋଲି…
Read More...

ନେପାଳ ହେଲିକପ୍ଟର ନିଖୋଜ ଘଟଣା: ହେଲିକପ୍ଟର ଧ୍ୱଂସାବଶେଷ ଠାବ, ୬ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ:   ନେପାଳରେ ଦୁର୍ଘଟଣା ଘଟିଥିବା ହେଲିକପ୍ଟରର ଧ୍ୱଂସାବଶେଷ ଠାବହେବା ସହ ସମସ୍ତ ୬ଜଣ ଯାତ୍ରୀଙ୍କର ମୃତଦେହ ମଧ୍ୟ ମିଳିଛି। ମଙ୍ଗଳବାର ସକାଳେ ହେଲିକପ୍ଟରଟି କଣ୍ଟ୍ରୋଲରୁମ ସହ ସମ୍ପର୍କ ବିଛିନ୍ନ ହେବା ପରେ ଏହା ନିଖୋଜ ହୋଇଯାଇଥିଲା । ଲିଖୁ ପିକେ ଭିଲେଜ କାଉନସିଲ ନିକଟରୁ…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: କୋର୍ଟ ଚାଲାଣ ହେଲେ ୩ ଅଭିଯୁକ୍ତ

ରିପୋଟର୍ସ ଟୁଡେ ବ୍ୟୁରୋ:  ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟକୁ ନିଆଯାଇଥିଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ସିନିୟର…
Read More...

ନେପାଳ ହେଲିକପ୍ଟର ନିଖୋଜ ମାମଲାରେ ୬ଯାତ୍ରୀଙ୍କ ମିଳୁନି ଖବର

କାଠମାଣ୍ଡୁ:   ନେପାଳ କାଠମାଣ୍ଡୁରେ ହେଲିକପ୍ଟର ନିଖୋଜ । ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଉଡାଣ ଭରିବାର ମାତ୍ର ୧୫ ମିନିଟ ପରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । କ୍ୟାପଟେନ ଚେତ ଗୁରୁଙ୍ଗଙ୍କ ସହ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ…
Read More...

ଜିଏସଟି ପରିଷଦ ବୈଠକରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଦାବି ରଖିବ ଓଡ଼ିଶା

ନୂଆଦିଲ୍ଲୀ:   ଆଜି ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନଲାଇନ ଗେମିଂ ଉପରେ ଟ୍ୟାକ୍ସ, ରେଜିଷ୍ଟ୍ରେସନ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ ଆଦି ନିୟମକୁ କଡ଼ାକଡ଼ି କରିବା ନେଇ ଆଲୋଚନା…
Read More...

ଅସହାୟ ଝିଅକୁ ବିବାହ କରାଇଲେ କିନ୍ନର ସଂଘ

ଯାଜପୁର:  ଅସହାୟ ଗରିବ ଝିଅକୁ ବିବାହ କରାଇଲେ କିନ୍ନର ସଂଘ। ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନିତି ଅନୁସାରେ ସମସ୍ତ ଖର୍ଚ୍ଚ ଓ ଦାୟିତ୍ବ ବହନ କରି ଜଣେ ଯୁବତୀଙ୍କୁ ବିବାହ କରାଇଛନ୍ତି କିନ୍ନର ସଂଘ । କିନ୍ନରମାନଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଜନ ସାଧାରଣ। ଯାଜପୁର…
Read More...

ମହିଳାଙ୍କ ପାଇଁ ଉଦ୍ଭାବିତ ହୋଇଥିଲା ଏହି ପାନୀୟ

ବ୍ୟାଙ୍କକ୍:  ସିଙ୍ଗାପୁର୍ ସ୍ଲିଙ୍ଗ୍ କକଟେଲ୍ ନାମରେ ପ୍ରସିଦ୍ଧ ପାନୀୟ ବିକ୍ରୟ କରି ସିଙ୍ଗାପୁରର ବିଳାସମୟ ରାଫେଲସ୍ ହୋଟେଲ୍ ଦୈନିକ ୩୦ହଜାର ଡଲାର ଉପାର୍ଜନ କରୁଛି ବୋଲି ନ୍ୟୁଜ୍ ଡଟ୍ କମ୍ ଏୟୁ ରିପୋର୍ଟ କରିଛି। ଏହି କକଟେଲର ଉଦ୍ଭାବକ ହେଉଛନ୍ତି ନିଆମ୍ ଟୋଙ୍ଗ୍ ବୁନ୍ ନାମରେ ଜଣେ…
Read More...

ମହାରାଷ୍ଟ୍ର ରାଜନୀତି: ଶରଦଙ୍କ ହାତ ଛାଡ଼ି ଅଜିତ ଗୋଷ୍ଠୀରେ ସାମିଲ ହେଉଛନ୍ତି ନେତା

ରିପୋଟର୍ସ ଟୁଡେ ବ୍ୟୁରୋ:   କମୁଛି ଶରଦଙ୍କ ପାୱାର । ଶରଦଙ୍କ ଗୋଷ୍ଠୀର ଜଣେ ପରେ ଜଣେ ନେତା ଏବେ ଅଜିତଙ୍କ କ୍ୟାମ୍ପରେ ସାମିଲ ହେଉଛନ୍ତି । ଯାହା ଏବେ ଶରଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେସୁଦ୍ଧା ଏନସିପି କାହା ଅକ୍ତିଆରକୁ ଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଦଳର ବିଧାୟକ ଶରଦଙ୍କ…
Read More...

ପ୍ଲାଷ୍ଟିକରେ ଭରି ପଡ଼ିଛି ସମୁଦ୍ର

ରିପୋଟର୍ସ ଟୁଡେ ବ୍ୟୁରୋ:   ସମ୍ପୂର୍ଣ୍ଣ ସମୁଦ୍ର ବର୍ତ୍ତମାନ ପ୍ଲାଷ୍ଟିକରେ ଭରି ପଡ଼ିଛି । ମଣିଷ ଯେଉଁଭଳି ସମୁଦ୍ର ପାଣିକୁ ନଷ୍ଟ କରୁଛି ତାହା ଆଗାମୀ ଭବିଷ୍ୟତରେ ଭୟଙ୍କର ହେବ । ମଣିଷ ବଞ୍ଚିବା ପାଇଁ ପ୍ରକୃତି ପାଣି, ଭୂମି, ଗଛ, ଖାଦ୍ୟ ସବୁକିଛି ଦେଇଛି । କିନ୍ତୁ ମଣିଷ ଏହି ସବୁ ସୁବିଧା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଗସ୍ତ: ନୌସେନାରେ ସାମିଲ ହୋଇପାରେ ୨୬ଟି ରାଫେଲ

ରିପୋଟର୍ସ ଟୁଡେ ବ୍ୟୁରୋ:   ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ଜାହାଜର ଶକ୍ତି ମଧ୍ୟ ବହୁଗୁଣିତ ହେବାକୁ ଯାଉଛି। ଆଇଏନଏସ ବିକ୍ରାନ୍ତ…
Read More...