Browsing Tag

reporterstoday

ତୀର୍ଥଯାତ୍ରୀ ବସ ଉପରେ ଆତଙ୍କୀ ଆକ୍ରମଣ ; ୧୦ ମୃତ, ୩୩ ଗୁରୁତର

ଶ୍ରୀନଗର : ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗତ କିଛି ବର୍ଷ ପୂର୍ବେ ଅମରନାଥ ଯାତ୍ରା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇନେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶ ନୂଆ ପାହାଚରେ ପହଞ୍ଚିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ। ଓଡ଼ିଶା ତିନି ଜଣ…
Read More...

ଆଜି ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ବସିବ ନବ ଗଠିତ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସୀକାରର ପ୍ରଥମ କ୍ୟାବିନେଟ ବୈଠକ ବସିପାରେ । ସନ୍ଧ୍ୟା ୫ଟା ରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ। ସେଠାରେ ୧୦୦…
Read More...

ତନିସ୍କର ୧୦୦% ଗୋଲଡ ଏକ୍ସଚେଞ୍ଜ ପ୍ରୋଗ୍ରାମ

ଭୁବନେଶ୍ୱର: ସୁନାର ବର୍ଦ୍ଧିତ ଦର ମଧ୍ୟରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ଏହାର ‘ ଗୋଲଡ ଏକ୍ସଚେଞ୍ଜ ପ୍ରୋଗ୍ରମା’ । ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦ୍ଦେଶ୍ୟ । ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ…
Read More...

୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ ।୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ । ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ସୁଜାତା କାର୍ତ୍ତିକେୟନ । ୬ ମାସ ଚାଇଲ୍ଡ କେୟାର ଛୁଟିରେ ରହିଲେ ସୁତାଜା । ଝିଅର ଦଶମ ପରୀକ୍ଷା…
Read More...

ଉପର ଗଡଗଦା ଜଳପ୍ରପାତକୁ ଚାରିସାଙ୍ଗ ଗାଧୋଇବାକୁ ଯାଇ ଜଣେ ନିଖୋଜ

ରବିନ୍ଦ୍ର କୁମାର ସାହୁ/ ବିଷମ କଟକ: ଗାଧୋଇବାକୁ ଯାଇ ଜଣେ ନିଖୋଜ । ଉପର ଗଡଗଦା ଜଳପ୍ରପାତକୁ ଚାରି ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଜଣେ ନିଖୋଜ । ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା ଉପର ଜଳପ୍ରପାତକୁ ଚାରିସାଙ୍ଗ ମଧ୍ୟରୁ ଜଣେ ଯୁବକଙ୍କ ସନ୍ଧାନ ମିଳିନାହିଁ…
Read More...

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବରୋହରେ ସାମିଲ ହେବା ପାଇଁ ସେ ଭାରତ ଗସ୍ତରେ ଆସୁଛନ୍ତି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପଏମ…
Read More...

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ…
Read More...

ଯବାନ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ୍ ମାଡ

ନୂଆଦିଲ୍ଲୀ: ସେନାର କ୍ୟାମ୍ପ ଉପରେ ମାଓ ହମଲା । ଯବାନ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ୍ ମାଡ । ଛତିଶଗଡ ନାରାୟଣପୁରରୁ ଆସିଲା ଏହି ସାଂଘାତିକ୍ ଚିତ୍ର । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇପକଭଟ୍ଟି କ୍ୟାମ୍ପ ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟାର କରୁଥିବା ଚିତ୍ର…
Read More...

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରାଘୁବର ଦାସ

ପୁରୀ : ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରାଘୁବର ଦାସ । ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥି ସହ ମା ବିମଳା , ଲକ୍ଷ୍ମୀ , ଓ ଅନ୍ୟାନ୍ୟ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ…
Read More...