Browsing Tag

reporterstoday

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ଗାନ୍ଧି ପରିବାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ।ଙ୍କୁ ଭେଟିଲେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି । ଏହି ସାକ୍ଷାତ କାର ସମୟରେ ତାଙ୍କ ସହିତ ରାଏବରେଲିରୁ ନବନିର୍ବାଚିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ…
Read More...

ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲେ ମଧ୍ୟ ଏଯାଏଁ ହୋଇନି ବର୍ଷା। ଏହା ମଧ୍ୟରେ ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା,…
Read More...

ରାଜ୍ୟ କାଜୁ ଉନ୍ନୟନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ମହାରଣା

ବ୍ରହ୍ମପୁର: ଇସ୍ତଫା ଦେଲେ ସୁବାଷ ମହରୀଣା । ରାଜ୍ୟ କାଜୁ ଉନ୍ନୟନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ମହାରଣା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା କହିଛନ୍ତି ସୁବାଷ ମହାରଣା । ତେବେ ସେ ଅନଲାଇନ ମାଧ୍ୟମରେ ଇସ୍ତଫା ଦେଇଥିବା କୁହାଯାଉଛି ।…
Read More...

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଆତଙ୍କବାଦୀଙ୍କ ଗୁଳିମାଡ

ମଣିପୁର : ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କାରକେଡକୁ ଗୁଳିମାଡ । କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ଜଣାପଡିଛି। ତେବେ ଏହି ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା କୁହାଯାଇଥିବା ବେଳେ ଏଥିରେ ରାଜ୍ୟ ପୋଲଇସ ସିଆଇଡି,…
Read More...

ଅଣ୍ଡା ବୋଝେଇ ଟ୍ରକ ଓଲଟି ଚାଳକ ଗୁରୁତର

ଟାଙ୍ଗି / ରାକେଶ  କୁମାର  ଜଗଦେବ : ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ରେ ଓଲଟିଲା ଅଣ୍ଡା  ବୋଝେଇ ଟ୍ରକ ।  ଚାଳକ ଗୁରୁତର  ମେଡିକାଲ ରେ ଭର୍ତ୍ତୀ ।  ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଟାଙ୍ଗୀ ପୋଲିସ ।  ଦୁର୍ଘଟଣା ରେ ଗୁରୁତର ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତୀ କରିଛି…
Read More...

ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

 ଅନୁଗୋଳ/ ସୁଧାକର ସାହୁ:  ଗଛରୁ  ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ।  ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଶିବ ମନ୍ଦିର ପାଖରେ ଥିବା ପୋଖରୀ ହୁଡ଼ାରେ ଏକ ଲିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ  ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ୍। ସୂଚନା ଯେ, ନାଲକୋ ଥାନା…
Read More...

ପୂର୍ବତନ ବିଧାୟକ ଶ୍ରୀ ରବିନ୍ଦ୍ର କୁମାର ମଲ୍ଲିକ କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ

ଭୁୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ସଂଗଠନକକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କଟକ ଜିଲ୍ଲା କଂଗ୍ରେସ କମିଟିର ଆଡହକ ସଭାପତି ଭାବରେ ପୂର୍ବତନ ବିଧାୟକ ଶ୍ରୀ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି…
Read More...

କ୍ରମାଗତ ଦୁଇଥର ଜିତିଥିବା ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ଦାବି

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଯଶିପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗଣେଶ ରାମ ସିଂ ଖୁଣ୍ଟିଆ ତାଙ୍କରି ନିକଟତମ ପ୍ରାର୍ଥୀ ବିଜେଡ଼ିର ଚକ୍ରଧର ହେମ୍ବ୍ରମଙ୍କଠାରୁ 34,666 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ଗଣେଶରାମ ସିଂ ଖୁଣ୍ଟିଆ(ବିଜେପି) 85,384 ଭୋଟ ପାଇଥିବା…
Read More...

ପ୍ରେମିକାକୁ ଛୁରିରେ ଆକ୍ରମଣ କରି ନିଜକୁ ମାରିଲେ ପ୍ରେମିକ

ଦେବଗଡ / ସୁଦାମ ବେହେରା : ଦେବ ଗଡ ଜିଲ୍ଲା ମଞ୍ଚିପକ୍ଷଲ୍ ଅଞ୍ଚଳ ରେ ପ୍ରେମୀ ଯୁଗଳ ଙ୍କ ଆତ୍ମ ହତ୍ୟା, ପ୍ରେମିକ ଘଟନକ୍ଷ ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରେମିକା ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନତର । ସୂଚନା ଅନୁଯାୟୀ , ଗତ ଶନିବାର ସନ୍ଧ୍ୟାରେ ଦେବ ଗଡ଼ ଜିଲ୍ଲା ମଞ୍ଚିପକ୍ଷଲ୍ ର…
Read More...

ଆଉ ନାହାନ୍ତି ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ମହାନ୍ତି

ବରୀ /  ପ୍ରଶାନ୍ତ ଦ୍ବିବେଦୀ : ଆଉ ନାହାନ୍ତି ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ମହାନ୍ତି। ବରୀ ଅଞ୍ଚଳରେ ସୋକର ଛାୟା। ଖବର ପାଇ ପହଞ୍ଚିଲେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ। ସ୍ବର୍ଗତ ବିଷ୍ଣୁ ବାବୁ ଜଣେ ବିଶିଷ୍ଟ ସମାଜସେବୀ,ରାଜନୀତିଜ୍ଞ, ଆଦର୍ଶ ଶିକ୍ଷକ ଭାବେ ସମଗ୍ର ବରୀ ଅଞ୍ଚଳରେ…
Read More...