ଆଇନ୍ରେ ପରିଣତ ହେଲା ଅନ୍ଲାଇନ୍ ଗେମିଂ ବିଲ୍- ୨୦୨୫
ନୂଆଦିଲ୍ଲୀ: ଆଇନ୍ରେ ପରିଣତ ହେଲା ଅନ୍ଲାଇନ୍ ଗେମିଂ ବିଲ୍- ୨୦୨୫ । ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଅନ୍ଲାଇନ୍ ମନି ଗେମ୍ ନିଷିଦ୍ଧ । ଦୋଷୀ ହେଲେ ୫ ବର୍ଷ ଜେଲ୍ ସହ ୨ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରାବଧାନ ମଧ୍ୟ ରହିଛି । ତେବେ ଗତ ଦୁଇ ଦିନ ତଳେ ଉଭୟ…
Read More...
Read More...