Browsing Tag

Odisha

ବଡାମତଳିଆ ହାଇସ୍କୁଲର ଟପର ଛାତ୍ର ହରେକୃଷ୍ଣ ବେହେରାଙ୍କୁ ସମ୍ବର୍ଦ୍ଧନା

ମୟୁରଭଞ୍ଜ-: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ବଡାମତଳିଆ ହାଇସ୍କୁଲର ଛାତ୍ର ହରେକୃଷ୍ଣ ବେହେରା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୨୫ ମାର୍କ ରଖି ବିଜାତଳା ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେଣୁ ଆଜି ବାଡାମତଳିଆ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ…
Read More...

କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମିନିୟମ ପ୍ଲାଣ୍ଟ୍‌

ଢେଙ୍କାନାଳ-: କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମିନିୟମ ପ୍ଲାଣ୍ଟ୍‌ । ଏହାକୁ ନିର୍ମାଣ କରିବା ପାଇଁ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ପ୍ରାୟ ୪୦ ହଜାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍‌ ଶୀଘ୍ର…
Read More...

ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ

ଭୁବନେଶ୍ୱର-: ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ହଳ ପୋଷାକ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ…
Read More...

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି

ଭୁବନେଶ୍ୱର-: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର ହୋଇଛି । ତାଙ୍କ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ…
Read More...

ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କରିବା ସହ ବିଧାୟକ ପରଖିଲେ ମଧ୍ୟାହ୍ନ ଭୋଜନ

ଚିକିଟି-: ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କରିବା ସହ ବିଧାୟକ ପରଖିଲେ ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ସହ ଶିକ୍ଷକ ଉପସ୍ଥାନ ବି ଦେଖିଲେ । ଗଞ୍ଜାମ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ଅଚାନକ ଗସ୍ତ କରିଥିଲେ ଚିକିଟି ବିଧାୟକ…
Read More...

ଉଠିଲା ହାସ୍ୟ ଅଭିନେତା ଦୟାନିଧିଙ୍କ ଉପରୁ ବ୍ୟାନ

ଭୁବନେଶ୍ୱର: ଯାତ୍ରା ଜଗତରେ ଗୋଟେ ପରେ ଗୋଟେ ବିବାଦ ବଢ଼ି ଚାଲିଥିବା ବେଳେ ବଳି ପଡ଼ୁଛନ୍ତି ଜଣଙ୍କ ପରେ ଜଣେ କଳାକାର । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି । ନିଜ ନିଜର ଜିଦ୍‌ରେ ଅଟଳ ମାଲିକ ଏବଂ ଯାତ୍ରା…
Read More...

ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ରର ପ୍ରଥମ ନିମନ୍ତ୍ରଣ…

ଭୁବନେଶ୍ୱର-: ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ "ଶ୍ରୀଜଗନ୍ନାଥଙ୍କ ନବକଳେବର" ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୪ ତାରିଖ ବାହୁଡ଼ା  ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି । ସେଥିପାଇଁ "ଶ୍ରୀଜଗନ୍ନାଥଙ୍କ ନବକଳେବର" ଟିମ୍ ପ୍ରଥମ ନିମନ୍ତ୍ରଣ ନେଇ ଆଜି ସକାଳ୧୧…
Read More...

ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଖାରଜ ହେଲା ଆବେଦନ

କଟକ; ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ  । ବିଷ୍ଣୁପଦଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ  । ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ୍‌ କରିଥିଲା ସିବିଆଇ  । ଓଡ଼ିଶା ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ମାମଲାରେ ରେଡ୍‌ କରିଥିଲା ସିବିଆଇ  । ସିବିଆଇ ରେଡ୍‌କୁ ବିରୋଧ…
Read More...

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍

ଭୁବନେଶ୍ଵର: ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି । ବିଶ୍ୱରେ ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଓ ଭୂ-ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି । ସୁନା ଦର ଅହେତୁକ ଭାବେ ବଢୁଥିବା ବେଳେ ରୂପାରେ ମଧ୍ୟ ହାତ ମାରି ହେଉ…
Read More...

ନିଜର ସୁରକ୍ଷା ପାଇଁ ୩ ଦଫା ଦାବି ନେଇ ସରକାରଙ୍କୁ ଗୁହାରି କରିଛନ୍ତି ବନଖଣ୍ଡ କର୍ମଚାରୀ

ରାଇରଙ୍ଗପୁର-: ନିକଟରେ ହିନ୍ଦୋଳ ବନରକ୍ଷୀ ପ୍ରହଲ୍ଲାଦ‌ ପ୍ରଧାନଙ୍କ ଶିକାରୀଙ୍କ ଦ୍ଵାରା ହତ୍ୟା ବନଖଣ୍ଡ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି । ତେଣୁ ନିଜର ସୁରକ୍ଷା ନେଇ ସେମାନେ ଏବେ ସରକାରଙ୍କୁ ୩ ଦଫା ଦାବି ନେଇ ଗୁହାରି କରିଛନ୍ତି ଏବଂ ଜୁନ ୧୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସେମାନେ…
Read More...