Browsing Tag

Odisha

ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର-: ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ (Cessation of Service ) କରାଯିବା ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ…
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର

ଭୁବନେଶ୍ୱର-: ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ ​​କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାରେ କେବଳ ୨୦୨୫ ମସିହାରେ ୫,୦୦୦ରୁ ଅଧିକ ଡାକ୍ତର, ନର୍ସ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର-: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ…
Read More...

ଭୁବନେଶ୍ୱର ମହାନଗର ନିଗମ ୩୨ ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର-: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)୩୨ ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର…
Read More...

ଲଗାଣ ବର୍ଷାରେ ଦବିଲା ସିଡିଏ ୧୦ ନମ୍ବର ରାସ୍ତା

କଟକ-: ଲଗାଣ ବର୍ଷାରେ ଦବିଲା ୩୦ ଫୁଟ ରାସ୍ତା।  ଅଳ୍ପକେ ବର୍ତ୍ତିଲେ ଲୋକ ।  କଟକରେ ଲଗାଣ ବର୍ଷାରେ ସିଡିଏ ୧୦ ନମ୍ବରରେ ପାଖାପାଖି ୩୦ ଫୁଟ୍ ରାସ୍ତା ଦବି ଯାଇଛି।  ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତାୟତ କରୁଥିବା ଲୋକ।  ରାସ୍ତା ଦବିବା ପରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଲଗାଣ…
Read More...

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ୱର-: ବମ୍ବେଠାରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିଲା ବେଳେ, ଆଜି  ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ…
Read More...

୨୦୨୬ ମସିହାରୁ ସିଂହବାହିନୀରେ କମା କରିବେ ପୀୟୂଷ

ରିପୋର୍ଟର୍ସ ଟୁଡେ;- ସିଂହବାହିନୀ ସହ ୫ବର୍ଷ ଚୁକ୍ତି କଲେ ପୀୟୂଷ । ଯାତ୍ରା କଳାକାର ପୀୟୂଷ  ତ୍ରିପାଠୀ ପୁଣି ଲୋକଙ୍କୁ ହସାଇବେ କନ୍ଦାଇବେ । ଚୁକ୍ତି ଅନୁଯାୟୀ ସିଂହବାହିନୀରେ କମା କରିବେ । ଦେହ ଅସୁସ୍ଥ ନେଇ ୧ ବର୍ଷ ବ୍ରେକ୍ ନେବେ । ଏହାପରେ ୪ବର୍ଷ କାମ କରିବେ ସିଂହବାହିନୀରେ । ୨୦୨୬…
Read More...

ହାଡ଼ ମଜବୁତ ହେବ, ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ମସଲା!

ରିପୋର୍ଟର୍ସ ଟୁଡେ ବ୍ୟୁରୋ ;- ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇବା ଶରୀର ପାଇଁ ବହୁତ ଲାଭଦାୟକ। ଏହା ଆୟୁର୍ବେଦର ଏପରି ଏକ ଉପହାର ଯାହା ଆପଣଙ୍କ ଶରୀର ଏବଂ ମନ ଉଭୟକୁ ଲାଭଦାୟକ କରିଥାଏ। ହଳଦୀ କ୍ଷୀର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏକ ବରଦାନଠାରୁ କମ୍ ନୁହେଁ! ଚରକ…
Read More...

୨୦୨୫-୨୬ ବର୍ଷରେ ରାଜ୍ୟରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ

ଭୁବନେଶ୍ୱର-: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ୨୦୨୫-୨୬ ବର୍ଷରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ନେଇ ବଜେଟ ଅନୁମୋଦନ ହୋଇଛି । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ। ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର,…
Read More...

ମିଲ ଅଭାବ ଥିବାରୁ ଧାନ procurment କରିବାରେ ଅସୁବିଧା ହେଉଛି ;କୃଷ୍ଣଚନ୍ଦ୍ର ପାତ୍ର, ଖାଉଟି ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର;ରାଜ୍ୟରେ ଏବେ ଅଧିକ ଧାନ ହେଉଛି। ଯେତିକି ରାଇସ ମିଲ ଅଛି ତା ଠୁ ଆହୁରି ଅଧିକ ରାଇସ ମିଲ ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଚନ୍ଦ୍ର ପାତ୍ର। ଛତିଶଗଡ଼ ରେ ୨୬ ଶହ ରାଇସ ମିଲ ଅଛି ଆମ ରାଜ୍ୟରେ ୧୪ ଶହ ମିଲ ଅଛି। ଅନେକ ଛୋଟ ମିଲ ରହିଛି। ଏଣୁ ରାଇସ…
Read More...