Browsing Tag

Odisha

ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ

ମାଲକାନଗିରି;ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ

ଯାଜପୁର; ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ମୁତାବକ ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ଗାଡିରେ…
Read More...

ଅନଲାଇନ୍ ଟ୍ରେଡିଂ ଜରିଆରେ କରୁଥିଲେ ଠକେଇ , ଧରିଲା ପୋଲିସ

ଭୁବନେଶ୍ୱର:  ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ୍ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ କୁ ଗିରଫ କରିଛି ପୋଲିସ । ଏକ୍…
Read More...

ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: +2 ପରୀକ୍ଷା ପାଇଁ ତାରିଖ ଘୋଷଣା |18 ଫେବୃଆରୀ 2025 ତାରିଖ ରୁ ଆରମ୍ଭ ହେବ ପରୀକ୍ଷା | ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ ।  ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ପରୀକ୍ଷା ସୂଚନା । କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ…
Read More...

ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର:  ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ ।  ସବ ରେଜିଷ୍ଟର ଅଫିସରେ ହଟିବ ଦୁର୍ନୀତି ।  217 ସବ ରେଜିଷ୍ଟର ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ।  ପ୍ରତି ସବରେଜିଷ୍ଟାର ଅଫିସରେ ଲାଗିବ 6 ଟି ସିସିଟିଭି କ୍ୟାମେରା ଲାଗିବ ।  ପୁରା କାର୍ଯ୍ୟାଳୟ ଏବଂ…
Read More...

ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଶା ଆସିବେ ମହାମହିମ । ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ନୂଆଦିଲ୍ଲୀରୁ ଏକ…
Read More...

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଗିରଫ

କଟକ:କଟକ ଜିଲ୍ଲା ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାକୁ ଶିଶୁକୁ କଟକ ଶିଶୁଭବନ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ହେମ୍ରମକୁ ବାରଙ୍ଗ…
Read More...

ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ମହାରାଷ୍ଟ୍ର ବାସୀ

ମୁମ୍ବାଇ:ମତ ସାବ୍ୟସ୍ତ କରୁଛି ମହାରାଷ୍ଟ୍ର । ଆଜି ସକାଳ ୭ଟାରୁ ସମସ୍ତ ୨୮୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ଜନତା । ୨୮୮ ଆସନରେ ମୋଟ ୧୫୮ ଦଳ ରହିଛନ୍ତି । ୯.୭୦ କୋଟି ଭୋଟର ସେମାନଙ୍କ ନେତା ବାଛୁଛନ୍ତି। ୨୮୮ ଆସନ ବିଶିଷ୍ଟ…
Read More...

ବନ୍ଧୁକ ମୁନରେ ଗହଣା ଦୋକାନୀ ଠାରୁ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ। ଚମ୍ପୁଆ ଥାନା  ଉର୍ତ୍ତୀ ଛକ ନିକଟରେ ଜୁଏଲାରୀ ଦୋକାନୀ ଙ୍କ ନିକଟରୁ ପ୍ରାୟ ୨୫ଲକ୍ଷ ଟଙ୍କାର ଗହଣା ଅଳଙ୍କାର ଲୁଟ ହୋଇଥିବା ଜଣାପଡିଛି।  ସୂଚନା ଅନୁଯାୟୀ, ଉର୍ତ୍ତୀ ଛକରେ ଗହଣା ଦୋକାନ କରିଥିବା ଓମ୍…
Read More...

ଦାନା କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର:  ଦାନା କ୍ଷୟକ୍ଷତି ଆକଳନ ପାଈଁ ଆସିବ କେନ୍ଦ୍ରୀୟ ଟିମ । 24 ରେ ଆସିବେ କେନ୍ଦ୍ରୀୟ ଟିମ । 27 ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।ଭାରତ ସରକାରଙ୍କ ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଆସିବେ ।…
Read More...