କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍: ୨୮ ଗୁରୁତର
ଗୁଜୁରାଟ: ଗୁଜୁରାଟର ଏକ ରାସାୟନିକ କାରଖାନାରେ ବଡ ଧରଣର ଅଘଟଣ ଘଟିଛି । ଅଳ୍ପକେ ବର୍ତ୍ତିଛନ୍ତି କର୍ମି । କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଦ୍ୱାରା ୨୮ ଜଣଙ୍କୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫ୍ୟାକ୍ଟ୍ରିରୁ ଯାନ୍ତ୍ରୀକ ତ୍ରୁଟି…
Read More...
Read More...