ନିକିତିମାଳ ଜଙ୍ଗଲରୁ ଗଳିତ ଝୁଲନ୍ତା ମୃତ ଶରୀର ଉଦ୍ଧାର…
ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମପଂଚାୟତ ବାହାଡାପୋଷି ନିକଟସ୍ଥ ନିକିତିମାଳ ଜଙ୍ଗଲରୁ ଗଳିତ ଝୁଲନ୍ତା ମୃତ ଶରୀର ଉଦ୍ଧାର। ସୂଚନାଆନୁଯାୟୀ ଆଜି ସକାଳ 9ଟା ସମୟରେ ସ୍ଥାନୀୟ ଲୋକେ ସେଇ ରାସ୍ତା ଦେଇ ଜଙ୍ଗଲ ଯାଉଥିଲେ। ଫଳରେ ଏକ ପୁରୁଷର ଗଳିତ ଝୁଲନ୍ତା ମୃତ ଶରୀର ଦେଖି…
Read More...
Read More...