Browsing Tag

chinamyee swain

ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ

ଭୁବନେଶ୍ୱରରୁ ( ଆଶିଷ ରାଉତ):- ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛନ୍ତି । ଏନେଇ ଉଷା ପାଢ଼ୀ ମଧ୍ଯ ସୂଚନା ଦେଇଛନ୍ତି। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍…
Read More...

ସବୁ ଘଟଣାର ଅନ୍ତ ଘଟାଇ ଶେଷରେ ଗୁରୁ ଓ ଚେଲାଙ୍କ ସମର୍ଥନରେ ଦୁଇ ଟ୍ରଷ୍ଟୀ ନିର୍ବାଚିତ

ପାରାଦୀପ : ଆଜି ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟୀ ନିର୍ବାଚନ ସରିଯାଇଛି । ଗତ ତିନି ବର୍ଷ ହେବ କରୋନା ପାଇଁ ଏହି ନିର୍ବାଚନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ନିର୍ବାଚନରେ ତୀବ୍ର ପ୍ରତିଯୋଗିତା ଓ ହାଣକୁଟା,ଆକ୍ଷେପ ପ୍ରତିଆକ୍ଷେପ, ଥାନାରେ ମଧ୍ୟ ପରସ୍ପର ମାମଲା ରୁଜୁ…
Read More...

ନ୍ୟୁଜଲାଣ୍ଡକୁ ଭେଟିଲା ଭାରତ

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫଆଇଏଚ ହକି ପ୍ରୋ ଲିଗ ପୁରୁଷର ୪ର୍ଥ ସଂସ୍କରଣ । ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଛି । ବିଶ୍ୱରଟି ମହାଦେଶ ରୁ ଶ୍ରେଷ୍ଠ 9 ଗୋଟି ଦଳକୁ ନେଇ ଟାଇଟଲ ପାଇଁ ଲଢେଇ ହେବ । ସ୍ଥାନୀୟ…
Read More...

ଦଲାଲ ମୁକ୍ତ ହେବ ସରକାରୀ ଡାକ୍ତରଖାନା

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):- ସରକାରୀ ମେଡିକାଲ ରେ ଦଲାଲ ରାଜ ରୋକିବାକୁ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କୁ ସରକାରୀ ମେଡିକାଲରୁ ଘରୋଇ ମେଡିକାଲ ନେବାରେ ନିୟୋଜିତ ଦଲାଲଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଧେଶ ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏନେଇ…
Read More...

ଧାମନଗରରେ ଜମିବ ହେଭିୱେଟ ପ୍ରଚାର

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆଜିଠୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର । ଦଳୀୟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠାରୁ ଦୁଇ ଦିନ ଧର୍ମେନ୍ଦ୍ର ପ୍ରଚାର କରିବେ । ଏହାପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟିଲା ବିଜେଡି...ଭାରତୀୟ ଜନତା  ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି  ।  ଓଡ଼ିଶାରେ ମନ  ପୁରିଲା ନାହିଁ ଦିଲ୍ଲୀରେ ଯାଇ ପହଁଚିଲେ   ଭାରତୀୟ ଜନତା  ପାର୍ଟିର ସତସାହସ ଥିଲେ କୁହନ୍ତୁ ସେ ମହିଳା କିଏ । ମା ଉପରେ ରାଗି…
Read More...

ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଂଗ : ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଂଗ। ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ। ନହେଲେ ବିରୋଧ କରି ଟଙ୍କା ଛଡ଼ାଇବ କଂଗ୍ରେସ ନେତା। ଏହା ସହ ନିର୍ବାଚନ କମିଶନଙ୍କୁ…
Read More...

ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ…
Read More...

ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି

ରାୟଗଡ଼ା : (ଚିନ୍ମୟୀ ସ୍ୱାଇଁ):-ରାୟଗଡା ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି । ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ୟ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍ ସିଂହଙ୍କ ବିରୋଧରେ ଜାତୀୟ…
Read More...

ମହାକାଶରେ ଆଉ ଏକ ଇତିହାସ ରଚିଲା ଇସ୍ରୋ

ଦିଲ୍ଲୀ:-(ଚିନ୍ମୟୀ ସ୍ୱାଇଁ);-ଇତିହାସ ରଚିଲା ଇସ୍ରୋ । ମହାକାଶରେ ଆଉ ଏକ ଇତିହାସ ରଚିଲା ଇସ୍ରୋ । ୩୬ଟି ବ୍ରଡବ୍ୟାଣ୍ଡ ସାଟେଲାଇଟର ଉତ୍କ୍ଷେପଣ କରିଛି ଇସ୍ରୋ । ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ । ଏଲଭିଏମ-୩ ରକେଟ୍ ସହାୟତାରେ ଉତ୍କ୍ଷେପଣ ହୋଇଛି ।ଏଲଭିଏମ୍ -୩ ହେଉଛି ଇସ୍ରୋର…
Read More...